ରାଜ୍ୟ
Elephant: ରାଜରାସ୍ତାରେ ଗଜରାଜ: ଟ୍ରକ୍ ଅଟକାଇ ଖାଦ୍ୟ ମାଗୁଛି
ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ। ରାସ୍ତାରେ ଯେଉଁ ସବୁ ଗାଡ଼ି ଯାଉଛି ସେଗୁଡ଼ିକୁ ଅଟକାଇ ଖାଦ୍ୟ ପାଇଁ ଶୁଣ୍ଢ ବଢ଼ାଉଛି। ଟ୍ରକ୍ଗୁଡ଼ିକ ବାଟ କାଟି ଚାଲି ଯାଉଥିଲାବେଳେ ଖାଦ୍ୟ ନପାଇଲେ ହାତୀ ଧକ୍କା ମାରୁଛି। କିନ୍ତୁ କାହାର କିଛି କ୍ଷତି କରୁନି।

କୋଇଡ଼ା: ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ। ରାସ୍ତାରେ ଯେଉଁ ସବୁ ଗାଡ଼ି ଯାଉଛି ସେଗୁଡ଼ିକୁ ଅଟକାଇ ଖାଦ୍ୟ ପାଇଁ ଶୁଣ୍ଢ ବଢ଼ାଉଛି। ଟ୍ରକ୍ଗୁଡ଼ିକ ବାଟ କାଟି ଚାଲି ଯାଉଥିଲାବେଳେ ଖାଦ୍ୟ ନପାଇଲେ ହାତୀ ଧକ୍କା ମାରୁଛି। କିନ୍ତୁ କାହାର କିଛି କ୍ଷତି କରୁନି। ଏମିତି ଦୃଶ୍ୟ ଆଜି ସନ୍ଧ୍ୟାରେ କୋଇଡ଼ା ଖଣି ଅଞ୍ଚଳ ଗଣୁଆ ବିଟ୍ ରୁଷିବେଣୁଆ ରୋଡ୍ରେ ଦେଖିବାକୁ ମିଳିଥିଲା। ନିକଟରେ ଖଣି ଥିବାରୁ ଏଠାରୁ ମାଲ୍ ପରିବହନ ହୋଇ ରୁଷିବେଣୁଆ ରୋଡ୍ରେ ଶହ ଶହ ଟ୍ରକ୍ ଚଳାଚଳ କରୁଛି।
ସୌଜନ୍ୟ ସମ୍ବାଦ




