ରାଜ୍ୟ

Gautam Adani: ରାୟଗଡ଼ାରେ ଗୌତମ ଆଦାନୀ: ବଡ଼ ପୁଞ୍ଜିନିବେଶ ଯୋଜନା

ରାୟଗଡ଼ା ଜିଲ୍ଲାରେ ବଡ଼ ପୁଞ୍ଜି ନିବେଶ ଯୋଜନା କରିଛି ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପ। ୧.୦୮ଲକ୍ଷ କୋଟି ବ୍ୟୟରେ ଗ୍ରିନ୍‌ଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଥିବାରୁ ରବିବାର ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ରାୟଗଡ଼ା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବଡ଼ ପୁଞ୍ଜି ନିବେଶ ଯୋଜନା କରିଛି ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପ। ୧.୦୮ଲକ୍ଷ କୋଟି ବ୍ୟୟରେ ଗ୍ରିନ୍‌ଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଥିବାରୁ ରବିବାର ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ରାୟଗଡ଼ା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୌତମଙ୍କ ସହ ପୁଅ କରଣ ଆଦାନୀ ମଧ୍ୟ ରାୟଗଡ଼ା ଗସ୍ତରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆକାଶ ମାର୍ଗରୁ କାଶୀପୁର ଅଞ୍ଚଳରେ ପାଇଥିବା ବକ୍ସାଇଟ୍‌ ଖଣିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରୁପ ମୁଖ୍ୟ ଗୌତମଙ୍କ ଗସ୍ତ ପରେ ଓଡ଼ିଶାରେ ବୃହତ୍ ଆଲୁମିନା ରିଫାଇନାରି ଏବଂ ଆନୁସଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ଚର୍ଚ୍ଚା ଜୋର ଧରିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button