ରାଜ୍ୟ

Nandankanan: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ସିଂହ ଶାବକ ଜନ୍ମ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ମାୟାର ପ୍ରଥମ ଗର୍ଭରୁ ଶିବମ୍ ମିଳନରୁ ୨ ଶାବକ ଜନ୍ମ ନେଇଛନ୍ତି । ଆଗକୁ ଜନ୍ମ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି। ଶିବମ ଓ ମାୟା ଦୁଇଟି ଏସିୟ ସିଂହ ଓ ସିଂହୀ ଅଟନ୍ତି ।

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ମାୟାର ପ୍ରଥମ ଗର୍ଭରୁ ଶିବମ୍ ମିଳନରୁ ୨ ଶାବକ ଜନ୍ମ ନେଇଛନ୍ତି । ଆଗକୁ ଜନ୍ମ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି । ଶିବମ ଓ ମାୟା ଦୁଇଟି ଏସିୟ ସିଂହ ଓ ସିଂହୀ ଅଟନ୍ତି ।

ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏମାନେ ଗତ ୨୦୨୫ ମସିହା ଜାନୁଆରୀ ୨୫ ତାରିଖରେ ସିଂହୀ ରେୱା ଗର୍ଭରୁ ଜନ୍ମ ନେଇଥିଲେ । ଆଜି ମାୟାର ଶାବକ ଦୁଇଟି ଜନ୍ମ ନେବା ଫଳରେ  ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛିି । ତେବେ ଆଗକୁ ସଂଖ୍ୟା କେତେ ହେବ ତାହା ଶାବକଙ୍କର ମାର ଯତ୍ନ ଓ ଜନ୍ମ ମୃତ୍ୟୁ ଉପରେ ନିର୍ଭର କରୁଛି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button