ଦେଶ ବିଦେଶ

India: ଭାରତରେ ୧୧୦ କିଲୋମିଟର ବେଗରେ ଚାଲିବ ହାଇଡ୍ରୋଜେନ୍‌ ଟ୍ରେନ୍‌, ରୁଟ୍‌ ଚୟନ ନେଇ ଆଲୋଚନା

ଭାରତର ପ୍ରଥମ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ ଏଣିକି ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଚଳାଇବାକୁ ରେଳବାଇ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଟ୍ରେନ୍‌ର ୧୨୦ କିଲୋମିଟର ବେଗରେ ପରୀକ୍ଷାମୂଳକ ଚଳାଚଳ ସଫଳ ହୋଇସାରିଛି।

ଇନ୍ଦୋର: ଭାରତର ପ୍ରଥମ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ ଏଣିକି ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଚଳାଇବାକୁ ରେଳବାଇ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଟ୍ରେନ୍‌ର ୧୨୦ କିଲୋମିଟର ବେଗରେ ପରୀକ୍ଷାମୂଳକ ଚଳାଚଳ ସଫଳ ହୋଇସାରିଛି। ଏବେ ଏହାର ନିୟମିତ ଚଳାଚଳ ବେଗ ୭୫ କିଲୋମିଟର ଥିବା ବେଳେ ଏହାକୁ ୧୧୦ କିଲୋମିଟର କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ରେଳବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାର ରବିବାର ଇନ୍ଦୋରରେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button