ଦେଶ ବିଦେଶ
Accident: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ
ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ସେମାନେ ରାଜସ୍ଥାନରୁ ଏକ ପିକ୍ଅପ୍ ଗାଡ଼ିରେ ବଦାୟୁଁ ଯାଉଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ରୋଡ୍ ଡିଭାଇଡର୍ରେ...

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ସେମାନେ ରାଜସ୍ଥାନରୁ ଏକ ପିକ୍ଅପ୍ ଗାଡ଼ିରେ ବଦାୟୁଁ ଯାଉଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ରୋଡ୍ ଡିଭାଇଡର୍ରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ସୌଜନ୍ୟ ସମ୍ବାଦ




