ଖେଳ

Odisha Twenty20 League: ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି: ସରିଲା ଖେଳାଳି ଚୟନ ପ୍ରକ୍ରିୟ‌ା, ରାଇନା, ଦେବାଶିଷ ବ୍ରାଣ୍ଡ୍‌ ଆମ୍ବାସାଡର

ଓସିଏ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫିର ଦ୍ବିତୀୟ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।

କଟକ: ଓସିଏ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫିର ଦ୍ବିତୀୟ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଅଂଶଗ୍ରହଣକାରୀ ୬ଟି ଦଳର ଫ୍ରାଞ୍ଜାଇଜମାନେ ‌ଡ୍ରାଫ୍ଟ ଜରିଆରେ ସେମାନଙ୍କର ୧୬ଜଣିଆ ଦଳ ଚୂଡାନ୍ତ କରିଛନ୍ତି। ନିଲାମ ସମୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଉପସଭାପତି ଜଗମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଯୁଗ୍ମ ସଂପାଦକ ପ୍ରଭାତ କୁମାର ଭୋଳଙ୍କ ସମେତ ଓସିଏର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଖେଳାଳି ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ଏହି ପ୍ରତିଯୋଗିତାର ଆମ୍ବାସାଡର ଭାବେ ନିୟୋଜିତ ହୋଇନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button