ଦେଶ ବିଦେଶ
New UN: ନୂଆ ଜାତିସଂଘ ମାନଚିତ୍ରରେ ଅରୁଣାଚଳ, ଅକ୍ସାଇ ଚୀନ୍କୁ ନେଇ ଅସଙ୍ଗତି; ଭାରତର ଆପତ୍ତି
ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍କୁ ନେଇ ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରରେ ଦେଖାଯାଇଥିବା ଅସଙ୍ଗତି ଉପରେ ଭାରତ ଆପତ୍ତି ଜଣାଇଛି। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍କୁ ଭାରତ ଓ ଚୀନ୍ର ନିଜ ନିଜ ଦାବି କରୁଥିବା ସୀମାରେଖା ମଧ୍ୟରେ ପୃଥକ୍ ଅଞ୍ଚଳ ଭାବେ ଦର୍ଶାଯାଇଛି।

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍କୁ ନେଇ ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରରେ ଦେଖାଯାଇଥିବା ଅସଙ୍ଗତି ଉପରେ ଭାରତ ଆପତ୍ତି ଜଣାଇଛି। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍କୁ ଭାରତ ଓ ଚୀନ୍ର ନିଜ ନିଜ ଦାବି କରୁଥିବା ସୀମାରେଖା ମଧ୍ୟରେ ପୃଥକ୍ ଅଞ୍ଚଳ ଭାବେ ଦର୍ଶାଯାଇଛି। ଏହାକୁ ନେଇ ଭାରତର ବୈଦେଶିକମନ୍ତ୍ରଣାଳୟ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଆପତ୍ତି ଉଠାଇଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ୍ ମଙ୍ଗଳବାର କହିଛନ୍ତି।
ସୌଜନ୍ୟ ସମ୍ବାଦ




