ଦେଶ ବିଦେଶ
Karnnataka: କର୍ଣ୍ଣାଟକରେ ଭୟଙ୍କର ମରୁଡ଼ି, ପାନୀୟ ଜଳ ଓ ବିଦ୍ୟୁତ୍ ସଙ୍କଟ ଆଶଙ୍କା: ମୁଖ୍ୟମନ୍ତ୍ରୀ
କର୍ଣ୍ଣାଟକରେ ଭୟଙ୍କର ମରୁଡ଼ି ସ୍ଥିତି ଦେଖାଦେଇଛି ଏବଂ ଆଗକୁ ପାନୀୟ ଜଳ ଓ ବିଦ୍ୟୁତ୍ର ଘୋର ଅଭାବ ଦେଖାଦେଇପାରେ ବୋଲି ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋମବାର କହିଛନ୍ତି।

ରାମନଗର: କର୍ଣ୍ଣାଟକରେ ଭୟଙ୍କର ମରୁଡ଼ି ସ୍ଥିତି ଦେଖାଦେଇଛି ଏବଂ ଆଗକୁ ପାନୀୟ ଜଳ ଓ ବିଦ୍ୟୁତ୍ର ଘୋର ଅଭାବ ଦେଖାଦେଇପାରେ ବୋଲି ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋମବାର କହିଛନ୍ତି। ରାଜ୍ୟରେ ମରୁଡ଼ି ମୁକାବିଲା ପାଇଁ ତାପଜ ବିଦ୍ୟୁତ୍ ଉତ୍ପାଦନ ବଢ଼ାଇବା ସହ ଜାତୀୟ ବିଦ୍ୟୁତ୍ ଗ୍ରିଡ୍ରୁ ଅତିରିକ୍ତ ବିଦ୍ୟୁତ୍ ଆଣିବାର ବିକଳ୍ପ ଖୋଜାଯାଉଥିବା ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




