ଦେଶ ବିଦେଶ

Cargo Ship Attack: ଓଡ଼େସାରେ ମାଲବାହୀ ଜାହାଜ ଉପରେ ରୁଷ୍‌ର ଆକ୍ରମଣ, କ୍ୟାପ୍‌ଟେନ୍‌ ମୃତ

ୟୁକ୍ରେନ୍‌ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍‌ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍‌ଟେନ୍‌ଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଆଣ୍ଟିଗୁଆ ଓ ବାର୍ବୁଡାର ପତାକା ତଳେ କୃଷ୍ଣ ସାଗରରେ ଯାଉଥିବା ବେଳେ ଏହା ଉପରେ ରୁଷ୍‌ ସେନା ଆକ୍ରମଣ କରିଥିଲା...

କିଭ୍‌: ୟୁକ୍ରେନ୍‌ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍‌ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍‌ଟେନ୍‌ଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଆଣ୍ଟିଗୁଆ ଓ ବାର୍ବୁଡାର ପତାକା ତଳେ କୃଷ୍ଣ ସାଗରରେ ଯାଉଥିବା ବେଳେ ଏହା ଉପରେ ରୁଷ୍‌ ସେନା ଆକ୍ରମଣ କରିଥିଲା ବୋଲି ୟୁକ୍ରେନ୍‌ର ଅଧିକାରୀମାନେ କହିଛନ୍ତି। କ୍ୟାପ୍‌ଟେନ୍‌ ଜଣେ ୟୁକ୍ରେନୀୟ ନାଗରିକ ବୋଲି ଓଡ଼େସା ଅଞ୍ଚଳର ମୁଖ୍ୟ ଓଲେଗ୍‌ କିପର କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button