ଦେଶ ବିଦେଶ

Laser Weapon in Hormuz: ହର୍ମୁଜରେ ଆମେରିକାର ଲେଜର ଅସ୍ତ୍ର, ଏକ୍ସବକ୍ସ କଣ୍ଟ୍ରୋଲର ଦ୍ବାରା ନିୟନ୍ତ୍ରଣ

ଆମେରିକାର ଯୁଦ୍ଧ ବିଭାଗ କହିଛି ଯେ ଏହି ଲେଜର ପ୍ରଣାଳୀ ଡ୍ରୋନ୍‌ ଓ ଆସୁଥିବା କ୍ରୁଜ୍‌ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାରେ ସକ୍ଷମ । ପାରମ୍ପରିକ ପ୍ରତିରକ୍ଷା ବ୍ୟବସ୍ଥା ଭଳି ପ୍ରତ୍ୟେକ ଟାର୍ଗେଟ୍‌ ପାଇଁ ଅଲଗା ପ୍ରତିହତକାରୀ କ୍ଷେପଣାସ୍ତ୍ର ଆବଶ୍ୟକ ହୁଏ ନାହିଁ ।

ୱାସିଂଟନ : ଆମେରିକା ସେନା ହର୍ମୁଜ ପ୍ରଣାଳୀ ଅଞ୍ଚଳରେ ଉଚ୍ଚ ଶକ୍ତିସମ୍ପନ୍ନ ଲେଜର ପ୍ରଣାଳୀ ମୁତୟନ କରିଛି । ମଧ୍ୟପ୍ରାଚ୍ୟରେ ଡ୍ରୋନ୍‌ ବିରୋଧରେ ଏହାର ବ୍ୟବହାର କରାଯାଉଥିବା ବେଳେ ଏହି ପ୍ରଣାଳୀକୁ ଚଳାଇବା ପାଇଁ ସୈନିକମାନେ ପରିବର୍ତ୍ତିତ ଏକ୍ସବକ୍ସ ଗେମ୍‌ କଣ୍ଟ୍ରୋଲର ବ୍ୟବହାର କରୁଥିବା ରିପୋର୍ଟରେ କୁହାଯାଇଛି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button