ରାଜ୍ୟ

Road: ସୀମାନ୍ତ ଦୁଇ ରାସ୍ତାର ଭିନ୍ନଚିତ୍ର: ଓଡ଼ିଶା ପଟେ ବରବାଦ୍‌, ଝାଡ଼ଖଣ୍ଡରେ ଚକାଚକ୍‌

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଦୁଇଟି ରାସ୍ତାର ଚିତ୍ର ବଖାଣୁଛି ସୁନ୍ଦରଗଡ଼ର ବିକାଶ। ଓଡ଼ିଶା ପଟେ ରାସ୍ତା ସମ୍ପୂର୍ଣ୍ଣ ବରବାଦ୍‌। ଝାଡ଼ଖଣ୍ଡ ପଟେ ଚକାଚକ୍‌। ସୀମାନ୍ତର ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ରାସ୍ତା ଜାତୀୟ ରାଜପଥ ପରି ଦିଶୁଛି। ଓଡ଼ିଶା ପଟେ ମାଟିରେ ମିଶିଯାଇଛି।

ରାଉରକେଲା:  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଦୁଇଟି ରାସ୍ତାର ଚିତ୍ର ବଖାଣୁଛି ସୁନ୍ଦରଗଡ଼ର ବିକାଶ। ଓଡ଼ିଶା ପଟେ ରାସ୍ତା ସମ୍ପୂର୍ଣ୍ଣ ବରବାଦ୍‌। ଝାଡ଼ଖଣ୍ଡ ପଟେ ଚକାଚକ୍‌। ସୀମାନ୍ତର ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ରାସ୍ତା ଜାତୀୟ ରାଜପଥ ପରି ଦିଶୁଛି। ଓଡ଼ିଶା ପଟେ ମାଟିରେ ମିଶିଯାଇଛି। ଏମିତି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସଲଙ୍ଗାବାହାଲ ଛକରୁ ମଝାପଡ଼ା ଦେଇ ଝାଡ଼ଖଣ୍ଡର ୧୪୩ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୧୦ କିମି ରାସ୍ତା ରାସ୍ତାରେ। ଫୁଟେରୁ ଦୁଇଫୁଟ୍‌ ଗଭୀରର ୫୦୦ରୁ ଅଧିକ ବଡ଼ ବଡ଼ ଗର୍ତ୍ତ। ଝାଡ଼ଖଣ୍ଡ ପାର୍ଶ୍ବରେ ୧୦ କିମି ରାସ୍ତାକୁ ଅତିକ୍ରମ କରିବାକୁ ୧୦ରୁ ୧୨ ମିନିଟ୍‌ ଲାଗୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button