ଦେଶ ବିଦେଶ
Pakistan: ବଡ଼ଗାମ ଏନ୍କାଉଣ୍ଟରରେ ନିପାତ ମୁସା କିଏ? ପାକିସ୍ତାନ ସେନାର କମାଣ୍ଡୋରୁ ଏଲ୍ଇଟିର ଶୀର୍ଷ କମାଣ୍ଡର
ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଲସ୍କର-ଏ-ତୋଇବା (ଏଲ୍ଇଟି)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ନିହତ ଆତଙ୍କବାଦୀକୁ ଫୌଜୀ ମୁସା ବୋଲି ଚିହ୍ନଟ କରାଯାଇଛି।

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଲସ୍କର-ଏ-ତୋଇବା (ଏଲ୍ଇଟି)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ନିହତ ଆତଙ୍କବାଦୀକୁ ଫୌଜୀ ମୁସା ବୋଲି ଚିହ୍ନଟ କରାଯାଇଛି। ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ଏକ ପୋଷ୍ଟ୍ କରି କହିଛି ଯେ ଏହି ଅପରେସନ୍ର ନାଁ ‘ଅପରେସନ୍ କୋରାଗ’।
ସୌଜନ୍ୟ ସମ୍ବାଦ




