ଦେଶ ବିଦେଶ
Supreme Court: ମିଲନ ପ୍ରଧାନଙ୍କ ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍କୋର୍ଟ
ନନ୍ଦୀଗ୍ରାମ ଆସନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ପୁଲିସ ସୁପ୍ରିମ୍କୋର୍ଟରେ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା।

ନୂଆଦିଲ୍ଲୀ: ନନ୍ଦୀଗ୍ରାମ ଆସନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ପୁଲିସ ସୁପ୍ରିମ୍କୋର୍ଟରେ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା। ତେବେ ଶୀର୍ଷ ଅଦାଲତ ମାମଲାଟିକୁ ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ମନା କରିଦେଇଛନ୍ତି।
ସୌଜନ୍ୟ ସମ୍ବାଦ




