ଦେଶ ବିଦେଶ
Attack: ସୋମାଲିଆରେ ଇନ୍ଧନ ଜାହାଜ ଅପହରଣ: ଜଳଦସ୍ୟୁଙ୍କ ଆକ୍ରମଣରେ ଭାରତୀୟ ନାବିକଙ୍କ ସମେତ ୫ ମୃତ
ସୋମାଲିଆରେ ଜଳଦସ୍ୟୁମାନେ ଏକ ଇନ୍ଧନ ଜାହାଜ ଅପହରଣ କରିଥିବାବେଳେ ଜଣେ ଭାରତୀୟ ନାବିକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ପରେ ସୋମାଲିଆ ସୁରକ୍ଷା ବାହିନୀ ଟ୍ୟାଙ୍କରଟିକୁ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୋଇଛନ୍ତି।

ନୂଆଦିଲ୍ଲୀ: ସୋମାଲିଆରେ ଜଳଦସ୍ୟୁମାନେ ଏକ ଇନ୍ଧନ ଜାହାଜ ଅପହରଣ କରିଥିବାବେଳେ ଜଣେ ଭାରତୀୟ ନାବିକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ପରେ ସୋମାଲିଆ ସୁରକ୍ଷା ବାହିନୀ ଟ୍ୟାଙ୍କରଟିକୁ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୋଇଛନ୍ତି। ପୁଣ୍ଟଲ୍ୟାଣ୍ଡ ସାମୁଦ୍ରିକ ପୁଲିସ ଫୋର୍ସ (ପିଏମ୍ପିଏଫ୍) କହିଛି ଯେ, ମଙ୍ଗଳବାର ୩ ପାକିସ୍ତାନୀ, ଜଣେ ଭାରତୀୟ ଓ ଜଣେ ମ୍ୟାମାର ନାଗରିକଙ୍କର ମୃତ୍ୟୁ ହୋଇଛି।
ସୌଜନ୍ୟ ସମ୍ବାଦ




