ଦେଶ ବିଦେଶ
Abhijit Dipke: ନେହା ଓ ରୋଜିଙ୍କୁ ଅଟକ ରଖିବାକୁ ଦୀପ୍କେଙ୍କ ସମାଲୋଚନା
କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ରବିବାର ଏଆଇଏସ୍ଏ ଜାତୀୟ ସଭାପତି ନେହା ବୋରା ଓ ସାମ୍ବାଦିକ ରୋଜିଙ୍କୁ ଅଟକ ରଖିବା ପାଇଁ ଦିଲ୍ଲୀ ପୁଲିସକୁ ତୀବ୍ର ନିନ୍ଦା କରିଛନ୍ତି।

ମୁମ୍ବାଇ: କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ରବିବାର ଏଆଇଏସ୍ଏ ଜାତୀୟ ସଭାପତି ନେହା ବୋରା ଓ ସାମ୍ବାଦିକ ରୋଜିଙ୍କୁ ଅଟକ ରଖିବା ପାଇଁ ଦିଲ୍ଲୀ ପୁଲିସକୁ ତୀବ୍ର ନିନ୍ଦା କରିଛନ୍ତି। ଦୀପ୍କେ କହିଛନ୍ତି ଯେ, ଦିଲ୍ଲୀ ପୁଲିସ ପୁଣି ଥରେ କାପୁରୁଷତା ଦେଖାଇଛି।
ସୌଜନ୍ୟ ସମ୍ବାଦ




