ଦେଶ ବିଦେଶ

India nuclear weapons: ‘ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍‌ସ’ର ଚାଞ୍ଚଲ୍ୟକର ରିପୋର୍ଟ

ଭାରତ ନିଜର ପରମାଣୁ ଅସ୍ତ୍ର ବହନକାରୀ ବ୍ୟବସ୍ଥାର ଆଧୁନିକୀକରଣ ଓ ସମ୍ପ୍ରସାରଣ ଜାରି ରଖିଛି ବୋଲି ପ୍ରତିଷ୍ଠିତ ସଂସ୍ଥା ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍‌ସ (ବିଏଏସ୍) ପକ୍ଷରୁ ପ୍ରକାଶିତ ଏକ ନୂତନ ଆକଳନରେ କୁହାଯାଇଛି।

ନୂଆଦିଲ୍ଲୀ: ଭାରତ ନିଜର ପରମାଣୁ ଅସ୍ତ୍ର ବହନକାରୀ ବ୍ୟବସ୍ଥାର ଆଧୁନିକୀକରଣ ଓ ସମ୍ପ୍ରସାରଣ ଜାରି ରଖିଛି ବୋଲି ପ୍ରତିଷ୍ଠିତ ସଂସ୍ଥା ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍‌ସ (ବିଏଏସ୍) ପକ୍ଷରୁ ପ୍ରକାଶିତ ଏକ ନୂତନ ଆକଳନରେ କୁହାଯାଇଛି। ହାନ୍ସ ଏମ୍ କ୍ରିଷ୍ଟେନସେନ, ମ୍ୟାଟ୍ କୋର୍ଡା, ଏଲିଆନା ଜନ୍ସ ଏବଂ ମ୍ୟାକେଞ୍ଜି ନାଇଟ୍-ବଏଲ୍‌ଙ୍କ ଦ୍ୱାରା ଲିଖିତ ଏହି ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ଏକତ୍ରିତ କରିସାରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button