ମନୋରଞ୍ଜନ

Kareena Kapoor Khan: ଶାହରୁଖ ଖାନ୍‌ଙ୍କ ଅଭିନୀତ ‘କିଙ୍ଗ’ରେ କରୀନା କପୁର ଖାନ୍, ଜବରଦସ୍ତ ଡ୍ୟାନ୍ସ ନମ୍ବରରେ ନଜର ଆସିବେ ନାୟିକା

ଶାହରୁଖ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘କିଙ୍ଗ’ର ଷ୍ଟାରକାଷ୍ଟରେ କରୀନା କପୁର ଖାନ୍‌ ସାମିଲ୍ ହୋଇଛନ୍ତି। ଏହି ଫିଲ୍ମରେ ସେ ସ୍ପେଶାଲ ଅପିଅରାନ୍ସ କରିବେ ବୋଲି ଜଣାପଡ଼ିଛି। ଏହା ସହିତ ସେ ଏକ ଜବରଦସ୍ତ ଡ୍ୟାନ୍ସ ନମ୍ବର ଡାଡି କୁଲ୍’ରେ ନଜର ଆସିବେ ବୋଲି ଜଣାଯାଇଛି।

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ଅଭିନୀତ ଫିଲ୍ମ  ‘କିଙ୍ଗ’ର ଷ୍ଟାରକାଷ୍ଟରେ କରୀନା କପୁର ଖାନ୍‌ ସାମିଲ୍ ହୋଇଛନ୍ତି। ଏହି ଫିଲ୍ମରେ ସେ ସ୍ପେଶାଲ ଅପିଅରାନ୍ସ କରିବେ ବୋଲି ଜଣାପଡ଼ିଛି। ଏହା ସହିତ ସେ ଏକ ଜବରଦସ୍ତ ଡ୍ୟାନ୍ସ ନମ୍ବର ଡାଡି କୁଲ୍’ରେ ନଜର ଆସିବେ ବୋଲି ଜଣାଯାଇଛି। ଏହି ଗୀତରେ ସଙ୍ଗୀତ ଦେବେ ସଙ୍ଗୀତକାର ଯୋଡ଼ି ସଚିନ-ଜିଗର।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button