ମନୋରଞ୍ଜନ

Ramayana: ନେପାଳରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ହେଲା ‘ରାମାୟଣ’; ରୋଜଗାର କଲା ଏତିକି କୋଟି

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। କେବଳ ଭାରତ ନୁହେଁ, ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଫିଲ୍ମଟି ନୂଆ ଇତିହାସ ରଚିଛି।

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। କେବଳ ଭାରତ ନୁହେଁ, ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଫିଲ୍ମଟି ନୂଆ ଇତିହାସ ରଚିଛି। ଆୟ କ୍ଷେତ୍ରରେ ଅଲ୍ଲୁ ଅର୍ଜୁନଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା-୨’କୁ ପଛରେ ପକାଇ ନେପାଳରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମର ମାନ୍ୟତା ହାସଲ କରିଛି ‘ରାମାୟଣ’। ଫିଲ୍ମର ଏହି ସଫଳତାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button