ଖେଳ

Cricket: ରାଞ୍ଚିରେ ଟିମ୍ ଇଣ୍ଡିଆ ହାରିବାର କାରଣ କ’ଣ? କେଉଁ ଭୁଲ କଲେ ଅଧିନାୟକ ଆୟର?

ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୪୯ ରନ୍‌ କରିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ରାଞ୍ଚିରେ ପରାସ୍ତ ହୋଇଛି। ଏହା ୱେଷ୍ଟଇଣ୍ଡିଜ୍ ପାଇଁ ଟି୨୦ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ରନ ଚେଜ୍ ଥିଲା। କାରିବିଆନ୍ ବ୍ୟାଟସମ୍ୟାନମାନେ ଭାରତୀୟ ବୋଲରମାନଙ୍କୁ ଯେଉଁଭଳି ଭାବରେ ପରାସ୍ତ କଲେ...

ରାଞ୍ଚି: ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୪୯ ରନ୍‌ କରିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ରାଞ୍ଚିରେ ପରାସ୍ତ ହୋଇଛି। ଏହା ୱେଷ୍ଟଇଣ୍ଡିଜ୍ ପାଇଁ ଟି୨୦ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ରନ ଚେଜ୍ ଥିଲା। କାରିବିଆନ୍ ବ୍ୟାଟସମ୍ୟାନମାନେ ଭାରତୀୟ ବୋଲରମାନଙ୍କୁ ଯେଉଁଭଳି ଭାବରେ ପରାସ୍ତ କଲେ ତାହା ଦେଖିବା ଭଳି ଥିଲା। କାରଣ ସେମାନେ ୨୦ଟି ଛକା ମାରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button