ମନୋରଞ୍ଜନ

The Dirty Picture: ଆସିବ ‘ଦ ଡାର୍ଟି ପିକ୍‌ଚର୍‌’ର ସିକ୍ୱେଲ୍‌!

‘ଦଡାର୍ଟି ପିକ୍‌ଚର୍‌’ ମୁକ୍ତିଲାଭ କରିବାର ଦୀର୍ଘ ୧୫ ବର୍ଷ ପରେ ଏହାର ପରବର୍ତ୍ତୀ ଭାଗ ବା ସିକ୍ୱେଲ୍‌ ନିର୍ମାଣକୁ ନେଇ ମୁହଁ ଖୋଲିଛନ୍ତି ପ୍ରଯୋଜିକା ଏକତା କପୁର। ଏକ ନିଆରା କାହାଣୀକୁ ପରଦାରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ସେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି।

‘ଦଡାର୍ଟି ପିକ୍‌ଚର୍‌’ ମୁକ୍ତିଲାଭ କରିବାର ଦୀର୍ଘ ୧୫ ବର୍ଷ ପରେ ଏହାର ପରବର୍ତ୍ତୀ ଭାଗ ବା ସିକ୍ୱେଲ୍‌ ନିର୍ମାଣକୁ ନେଇ ମୁହଁ ଖୋଲିଛନ୍ତି ପ୍ରଯୋଜିକା ଏକତା କପୁର। ଏକ ନିଆରା କାହାଣୀକୁ ପରଦାରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ସେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ୨୦୧୧ରେ ମୁକ୍ତିଲାଭ କରିଥିବା ‘ଦ ଡାର୍ଟି ପିକ୍‌ଚର୍‌’ରେ ଅଭିନେତ୍ରୀ ବିଦ୍ୟା ବାଲନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ନିଜର ଦମ୍‌ଦାର ଅଭିନୟ ବଳରେ ସେ ଦର୍ଶକଙ୍କ ମନ ଜିଣିବା ସହ ଚଳଚ୍ଚିତ୍ରଟିକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା।
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜୀବନ କାହାଣୀରୁ ପ୍ରେରଣା ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button