ରାଶିଫଳ

Horoscope 2026 October 24: ଜାଣନ୍ତୁ ଆଜିର ରାଶିଫଳ…

ବିରୋଧୀପକ୍ଷ ଆପଣଙ୍କ ସମ୍ମୁଖରେ ନତ ମସ୍ତକ ହେବେ। କୌଣସିପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତି କାରଣ ହୋଇପାରେ। ଆପଣଙ୍କ ଆଖପାଖର ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ‌ବ୍ୟବହାରିକ କାର୍ଯ୍ୟ ପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ।

‌ମେ‌ଷ: ବିରୋଧୀପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। କୌଣସିପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତି କାରଣ ହୋଇପାରେ। ଆପଣଙ୍କ ଆଖପାଖର ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।  ‌

Aries

ବୃଷ: ବ୍ୟାବହାରିକ କାର୍ଯ୍ୟପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ। ଲୋକଙ୍କ ସମ୍ମୁଖରେ ଆପଣଙ୍କୁ ମତ ରଖିବାରେ ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ।   ‌

Taurus

ମିଥୁନ: ଆପଣ କିଛି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଯାହା ଦ୍ବାରା ଆପଣଙ୍କ ଅର୍ଥନୀତି ଓ ଘରର ବ୍ୟବସ୍ଥା ଠିକ୍ ରଖିବାରେ ସହାୟକ ହେବ। ଧର୍ମ ଓ ସମାଜ କାର୍ଯ୍ୟରେ ଆପଣଙ୍କର ରୁଚି ହେବ। ‌

Gemini

କର୍କଟ: ନୂଆପ୍ରକାର ଗତିବିଧିରେ ବ୍ୟସ୍ତତାର ରହିବେ। ଆପଣ ଧୈର୍ଯ୍ୟଧରି ରହନ୍ତୁ। ଅଚାନକ ଧନଲାଭ ହେବା ଯୋଗୁଁ ଆପଣଙ୍କ ଚେହେରାରେ ଖୁସି ବନିରହିବ। ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ।  ‌

Cancer
ସିଂହ: କୌଣସି ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସଂଶୟର ସ୍ଥିତି ସମାପ୍ତ ହେବ। ଆପଣଙ୍କର ପୂରା ଧ୍ୟାନ ବ୍ୟବସାୟ ଓ କିଣିବା କ୍ଷେତ୍ରରେ ଲଗାନ୍ତୁ। ଯାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।   ‌

Leo

କନ୍ୟା: ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ପାଇବେ। ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ। ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି।

Virgo

ତୁଳା: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କୌଣସି କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ‌

Libra
ବିଛା: ଆପଣ କୌଣସି ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟାକଥା ପ୍ରଚାର କରିପାରନ୍ତି। ଆପଣଙ୍କର ସ୍ଥିତି ଜଲଦି ସୁଧୁରିବାରେ ନଜର ଆସିବ।

Scorpio

ଧନୁ: ଅଫିସରେ କୌଣସି କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।

 

Sagittarius

ମକର: କିଛି ସମୟ ମନୋରଂଜନରେ ଅତିବାହିତ କରିବେ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଆପଣଙ୍କ ଶକ୍ତିରେ ବହୁତ କିଛି ହାସଲ କରିନେବେ।

 

Capricorn
କୁମ୍ଭ: ନିଜର ଭାବନା ସହିତ ଅନ୍ୟମାନଙ୍କର ଭାବନାକୁ ଧ୍ୟାନ ରଖିବେ। କୌଣସି ମାମଲା ଶାନ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଅର୍ଡର ସପ୍ଲାଇଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ।

Aquarius

ମୀନ: କୌଣସି ମହତ୍ବପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେଇପାରନ୍ତି। କୌଣସି ବଡ଼ ଓ ଅଲଗା କାମ କରିବାକୁ ଭାବି ପାରନ୍ତି। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ହୋଇପାରେ। ନବବିବାହିତ ଦମ୍ପତ୍ତିଙ୍କ ଲାଗି ଦିନଟି ଭଲ।

Aquarius

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button