ଦେଶ ବିଦେଶ
Allegations: ଭୋଟର ସ୍ଲିପ୍ରେ ତ୍ରୁଟିକୁ ନେଇ ବିବାଦ : ନାମର ଭୁଲ୍ ଅନୁବାଦକୁ ନେଇ ଉଠିଲା ଜାତିଗତ ପକ୍ଷପାତ ଅଭିଯୋଗ
ଉତ୍ତରପ୍ରଦେଶରେ ଭୋଟର ସ୍ଲିପ୍ରେ ନାମ ଭୁଲ୍ ଭାବେ ଲେଖାଯିବା ଘଟଣାକୁ ନେଇ ଜାତିଗତ ପକ୍ଷପାତ ଅଭିଯୋଗ ଉଠିଛି। ଏହାର ଜବାବ ଦେଇ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, କମ୍ପ୍ୟୁଟର ଓ ସଫ୍ଟୱେର୍ ଜାତିଗତ ପକ୍ଷପାତ କରନ୍ତି ନାହିଁ।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୋଟର ସ୍ଲିପ୍ରେ ନାମ ଭୁଲ୍ ଭାବେ ଲେଖାଯିବା ଘଟଣାକୁ ନେଇ ଜାତିଗତ ପକ୍ଷପାତ ଅଭିଯୋଗ ଉଠିଛି। ଏହାର ଜବାବ ଦେଇ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, କମ୍ପ୍ୟୁଟର ଓ ସଫ୍ଟୱେର୍ ଜାତିଗତ ପକ୍ଷପାତ କରନ୍ତି ନାହିଁ। ଏହା ସହିତ ସେ କଟାକ୍ଷ କରି କହିଛନ୍ତି, ଭଲ ହେଲା, ରାମ କୌଣସି ସଂଖ୍ୟାଲଘୁଙ୍କୁ ମାରିନାହାନ୍ତି। ନଚେତ୍ ଜାତିବାଦ ସହ ସାମ୍ପ୍ରଦାୟିକତାର ଅଭିଯୋଗ ମଧ୍ୟ ଆସିଥାନ୍ତା।
ସୌଜନ୍ୟ ସମ୍ବାଦ




