ରାଜ୍ୟ
Maa Bhadrakali: ମହାକାଳୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼
ଆଜି ମହାକାଳୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ। ଗତକାଲି ମା ଭଦ୍ରକାଳୀ ବେଦମାତା ବେଶରେ ପୂଜା ପାଇଥିଲେ। ଆଜି ଦ୍ୱିତୀୟ ଦିନରେ ମା ମହାକାଳୀ ବେଶରେ ପୂଜା ପାଇବା ପରେ ଭକ୍ତମାନେ ଦର୍ଶନ ଦେଉଛନ୍ତି ।

ଭଦ୍ରକ: ଆଜି ମହାକାଳୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ। ଗତକାଲି ମା ଭଦ୍ରକାଳୀ ବେଦମାତା ବେଶରେ ପୂଜା ପାଇଥିଲେ। ଆଜି ଦ୍ୱିତୀୟ ଦିନରେ ମା ମହାକାଳୀ ବେଶରେ ପୂଜା ପାଇବା ପରେ ଭକ୍ତମାନେ ଦର୍ଶନ ଦେଉଛନ୍ତି । ଭଦ୍ରକାଳୀ ପୀଠରେ ଆଜି ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି। ଭକ୍ତମାନେ ନିଜ ନିଜର ମାନସିକ ପାଇଁ ମାଙ୍କ ପୀଠକୁ ଆସି ଭୋଗ ଲଗାଇଛନ୍ତି।
ସୌଜନ୍ୟ ସମ୍ବାଦ




