ରାଶିଫଳ

Horoscope 2026 November 26: ଜାଣନ୍ତୁ ଆଜିର ରାଶିଫଳ…

କାର୍ଯ୍ୟର ଗତି ଭଲଭାବେ ଆଗକୁ ବଢ଼ିବ। ଅଫିସରେ ଆପଣଙ୍କ କାମ ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଦିନଟି ଶୁଭ। ବେପାରକୁ ଆଗକୁ ବଢ଼ାଇବା ପାଇଁ ନୂଆ ଅବସର ପାଇବେ।

‌ମେ‌ଷ: କାର୍ଯ୍ୟର ଗତି ଭଲଭାବେ ଆଗକୁ ବଢ଼ିବ। ଅଫିସରେ ଆପଣଙ୍କ କାମ ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଦିନଟି ଶୁଭ। ‌ ‌ ‌

Aries

ବୃଷ: ବେପାରକୁ ଆଗକୁ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।  ‌

Taurus

ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ଆର୍ଥିକ ସମସ୍ୟା ସମାପ୍ତ ହେବ। କୌଣସ ମହତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁଁ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହେବ। ‌

Gemini

କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି। ତେଣୁ ସତର୍କ ରହନ୍ତୁ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ସକାରାତ୍ମକ ରହିବ।

Cancer
ସିଂହ: କୌଣସି ମାମଲାରେ ସହମତି ପାଇଁ ପ୍ରସ୍ତୁତ ରହନ୍ତୁ। ଧୈର୍ଯ୍ୟଧରି କାମ କରନ୍ତୁ ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ରାଜନୀତିରେ ସଫଳତା ପାଇବେ।

Leo

କନ୍ୟା: ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ଆନନ୍ଦ ଭରି ଦେବ। ଅଲଗା ଅଲଗା ଉତ୍ସରୁ ଫାଇଦା ପାଇବେ। ବୈବାହିକ ଜୀବନ ସୁଖମୟ ରହିବ।

Virgo

ତୁଳା: କୋର୍ଟକଚେରି ମାମଲାରେ ଜୟଲାଭ କରିପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ। ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ। କାରବାରରେ ସଫଳତା ଓ ଚାକିରିରେ ଉନ୍ନତି ହେବ।

Libra
ବିଛା: ଜୀବନସାଥୀଠାରୁ ଉପହାର ମିଳିପାରେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି। ନିବେଶରୁ ଆପଣଙ୍କୁ ଲାଭ ହେବ। ସମ୍ମୁଖକୁ ଆସୁଥିବା ସବୁ ସମସ୍ୟାର ସମାଧାନ କରିବାରେ ସଫଳ ହେବେ।

Scorpio

ଧନୁ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ନିଜ କାମରେ ସଫଳତା ହାସଲ କରିବେ।

Sagittarius

ମକର: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ଅଧିକ ରହିବ। ରାଜନୀତିକ ଲୋକଙ୍କ ସହିତ ସଂପର୍କ ବଢ଼ିବ। ଆପଣ କିଛି ନୂଆ ଶିଖିବାକୁ ପ୍ରୟାସ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

Capricorn
କୁମ୍ଭ: କୌଣସି କାମକୁ ସଂପୂର୍ଣ୍ଣ କରିବା ପ୍ରୟାସରେ ସଫଳ ରହିବେ। ଆପଣଙ୍କର ଆତ୍ମସମ୍ମାନ ବୃଦ୍ଧି ହେବ। ରାତିରେ ବନ୍ଧୁ ସହିତ ବାହାରକୁ ଭୋଜନ କରିବାକୁ ଯିବେ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Aquarius

ମୀନ: ମାଟି ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ପରିଶ୍ରମ ଓ ବ୍ୟବହାର କାରଣରୁ ଆପଣଙ୍କୁ ଧନଲାଭ ହେବ। ଅଧିକ ସମୟ ବାପାମାଆଙ୍କ ସହିତ ଅତିବାହିତ କରିବେ। ଘରକୁ କୁଣିଆ ଆସିବେ।

Aquarius

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button