କୋଲକାତା: ସିନେମାରେ ଶୁଭିବନି ଅରିଜିତଙ୍କ ସ୍ବର । ଆଉ ସିନେମାରେ ଗୀତ ଗାଇବେନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂ । ବଲିଉଡର ଅନେକ ହିଟ ସିନେମାରେ ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଥିବା ଅରିଜିତ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କୌଣସି ସିନେମାରେ ଆଉ କାମ କରିବେନି । ଏଭଳି ଘୋଷଣା କରି ଚମକାଇ ଦେଇଛନ୍ତି ଅରିଜିତ । ନିଜ ସୋସିଆଲ ମିଡିଆରେ ଏପରି ଘୋଷଣା କରିଛନ୍ତି ଅରିଜିତ । ତେବେ ସିନେ ସଙ୍ଗୀତରେ ବ୍ରେକ୍ ନେଇ ଅରିଜିତଙ୍କ ଘୋଷଣା ପରେ ଭାବୁକ ହୋଇଛନ୍ତି ତାଙ୍କ ପ୍ରଶଂସକ ।
Arijit Singh: ଆଉ ସିନେମାରେ ଶୁଭିବନି ଅରିଜିତଙ୍କ ସ୍ବର… ଏଭଳି ଘୋଷଣା କରି ଚମକାଇ ଦେଲେ ଅରିଜିତ ସିଂ
ସିନେମାରେ ଶୁଭିବନି ଅରିଜିତଙ୍କ ସ୍ବର । ଆଉ ସିନେମାରେ ଗୀତ ଗାଇବେନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂ । ବଲିଉଡର ଅନେକ ହିଟ ସିନେମାରେ ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଥିବା ଅରିଜିତ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କୌଣସି ସିନେମାରେ ଆଉ କାମ କରିବେନି
