ଦେଶ ବିଦେଶ

Arrested: ଗୌହାଟୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ, ପ୍ରେମିକ ଗିରଫ

ଗୌହାଟୀ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟ ଛାତ୍ରୀ ନିମିଷା ଠାକୁରିଆଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ସେପ୍ଟେମ୍ବର ୨୬ ଭୋର ପ୍ରାୟ ୪ଟା ୩୦ରେ ଧରାପୁର-ଗରାଲ ଅଞ୍ଚଳର ଏକ ହୋମ୍‌ଷ୍ଟେ ନିକଟରୁ ନିମିଷା ଅଚେତ ଅବସ୍ଥାରେ ମିଳିଥିଲେ।

ଗୁଆହାଟୀ: ଗୌହାଟୀ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟ ଛାତ୍ରୀ ନିମିଷା ଠାକୁରିଆଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ସେପ୍ଟେମ୍ବର ୨୬ ଭୋର ପ୍ରାୟ ୪ଟା ୩୦ରେ ଧରାପୁର-ଗରାଲ ଅଞ୍ଚଳର ଏକ ହୋମ୍‌ଷ୍ଟେ ନିକଟରୁ ନିମିଷା ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ପ୍ରଥମେ ଗରାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଗୌହାଟୀ ମେଡିକାଲ କଲେଜ ହସ୍ପିଟାଲ୍‌ (ଜିଏମ୍‌ସିଏଚ୍‌) ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button