ଦେଶ ବିଦେଶ
Sergio Gor: ୨୮ ସଦସ୍ୟ ବିଶିଷ୍ଟ ଆମେରିକୀୟ ପ୍ରତିନିଧିଦଳ ବି ସାମିଲ ‘ଖଲିସ୍ତାନ ଜିନ୍ଦାବାଦ’ ନାରା
ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ସୋମବାର ଅମୃତସରର ପବିତ୍ର ଶ୍ରୀହରିମନ୍ଦିର ସାହିବ ବା ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିଛନ୍ତି। ୨୮ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧିଦଳ ସହ ସେ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିନିଧିଦଳରେ ଆମେରିକାର...

ଅମୃତସର: ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ସୋମବାର ଅମୃତସରର ପବିତ୍ର ଶ୍ରୀହରିମନ୍ଦିର ସାହିବ ବା ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିଛନ୍ତି। ୨୮ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧିଦଳ ସହ ସେ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିନିଧିଦଳରେ ଆମେରିକାର କେତେକ ପ୍ରମୁଖ ସିନେଟର, ବରିଷ୍ଠ ସରକାରୀ ଅଧିକାରୀ ଓ ବିଦେଶ ନୀତି ବିଶେଷଜ୍ଞ ରହିଥିଲେ।
ସୌଜନ୍ୟ ସମ୍ବାଦ




