Ashokastami: ରୁକୁଣା ରଥ ନିର୍ମାଣ ଜାରି

ଦିନକ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏକାମ୍ର କ୍ଷେତ୍ରରେ ହରିବୋଲ, ହୁଲହୁଳି, ଘଣ୍ଟର ଧ୍ବନୀ, ଶଙ୍ଖର ଶଦ୍ଦରେ ଭକ୍ତମାନେ ମହାପ୍ରଭୁଙ୍କୁ ରଥାରୁଢ଼ କରି ମାଉସୀ ଘରକୁ ଟାଣିଟାଣି ନେବେ। ଏଥି ପାଇଁ ରୁକୁଣା ରଥ ନିର୍ମାଣ କାମ ତୀବ୍ର କରିଦିଆଯାଇଛି।

Exit mobile version