-
ରାଜ୍ୟ
Engine: ବଗି ଛାଡ଼ି ଇଞ୍ଜିନ୍ ଛୁ: ଅଧଘଣ୍ଟା ପରେ ପୁଣି ଯୋଡ଼ିହେଲା
ବଲାଙ୍ଗୀର: ବଗି ଛାଡ଼ି ଇଞ୍ଜିନ୍ ପଳାଇଲା। କିଛି ବାଟ ଯିବା ପରେ ପୁଣି ଫେରି ବଗିଗୁଡ଼ିକୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ।…
Read More » -
ରାଜ୍ୟ
Ocean Winner: ‘ଓସେନ୍ ଵିନର’ର ପତ୍ତା ମିଳୁନି: କୋଷ୍ଟଗାର୍ଡର ୩ ଜାହାଜ, ନୌସେନା ବିମାନ ନିୟୋଜିତ
ଜଗତସିଂହପୁର: ପାରାଦୀପରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାଉଥିବା ପାନାମା ପତାକା ଲାଗିଥିବା ଜାହାଜ ‘ଓସେନ୍ ଵିନର’ ଆଣ୍ଡାମାନ ନିକଟରେ ବୁଡ଼ି ଯାଇଥିବା ସ୍ପଷ୍ଟ ହୋଇଛି।…
Read More » -
ରାଜ୍ୟ
Unsafe Anganwadi : ଅସୁରକ୍ଷିତ ଅଙ୍ଗନବାଡ଼ି: ଭଙ୍ଗା ଘରେ ଭବିଷ୍ୟତ ଗଢ଼ା, ଶୌଚାଳୟ ସାତସପନ
ଅନୁଗୋଳ: ସହର ମଝିରେ ଥିବା ହାକିମପଡ଼ା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘରଟିଏ ଆଜି ପର୍ଯ୍ୟନ୍ତ ହୋଇପାରିଲାନି। ଏଥିପାଇଁ କୁନି କୁନି ପିଲା ଗୋଷ୍ଠୀ କେନ୍ଦ୍ରରେ ପଢ଼ୁଛନ୍ତି। କିନ୍ତୁ ଏହି ସମୟରେ…
Read More » -
ରାଜ୍ୟ
Cyber-criminals: ସାଇବର୍ ଅପରାଧୀଙ୍କ ‘ବସ୍ ସ୍କାମ୍’: ଆର୍ବିଆଇ, ଆୟକର ବିଭାଗ ନାଁରେ ‘ଜିପ୍’ ଫାଇଲ୍
କଟକ: ସାଇବର୍ ଅପରାଧୀମାନେ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନି ନିର୍ଦ୍ଦେଶକ, ବଡ଼ ବ୍ୟବସାୟୀ, ସିଏଫ୍ଓ(ଚିଫ୍ ଫାଇନାନ୍ସିଆଲ୍ ଅଫିସର), ସିଇଓଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହାକୁ ‘ବସ୍ ସ୍କାମ୍’ କୁହାଯାଉଛି। ମୋବାଇଲ୍ରେ ମେସେଜ୍,…
Read More » -
ରାଜ୍ୟ
Keonjhar Association: କେନ୍ଦୁଝର ଆସୋସିଏସନ୍ର ବାର୍ଷିକ ଉତ୍ସବ: ‘କେନ୍ଦୁଝର ଜିଲ୍ଲା ଓଡ଼ିଶା ମାଟି ପାଇଁ ଈଶ୍ୱରଙ୍କ ବରଦାନ’
ଭୁବନେଶ୍ୱର: କେନ୍ଦୁଝରଜିଲ୍ଲାଓଡ଼ିଶା ମାଟି ପାଇଁ ଈଶ୍ୱରଙ୍କ ବରଦାନ। ଏହା ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦ, ସମୃଦ୍ଧ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଖଣିଜ, ଜଙ୍ଗଲ, କୃଷି, ମାନବସମ୍ବଳ ଭଳି ପ୍ରତ୍ୟେକ…
Read More » -
ରାଜ୍ୟ
Children: ଜ୍ବରରେ କମ୍ପୁଛି ଯୁବାପଦର, ୨ ଶିଶୁ ମୃତ: ୨୦ରୁ ଊର୍ଧ୍ବ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ମେଡିକାଲ୍ ଟିମ୍
କାଶୀପୁର: ରାୟଗଡ଼ାଜିଲ୍ଲା କାଶୀପୁର ବ୍ଲକ୍ କୁଚେଇପଦର ପଞ୍ଚାୟତର ଯୁବାପଦର ଗ୍ରାମରେ ଜ୍ବର ଆତଙ୍କ ଦେଖାଦେଇଛି। ଗତ ୨୪ ଘଣ୍ଟାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଧ୍ବ ଆକ୍ରାନ୍ତ ଥିବା…
Read More » -
ରାଜ୍ୟ
NABARD loan: ନାବାର୍ଡ ଋଣ ହାତଛଡ଼ା କଲା ଜଳସମ୍ପଦ ବିଭାଗ: ୯୭୯୭ କୋଟି ଟଙ୍କା ଖର୍ଚ୍ଚ କରିପାରିଲେନି, ଫେରିଗଲା
ଭୁବନେଶ୍ବର: ୨୦୨୯-୩୦ ସୁଦ୍ଧା ରାଜ୍ୟର ଅତିରିକ୍ତ ୧୫ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ବ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରୁଥିବା ବେଳେ…
Read More » -
ରାଜ୍ୟ
MMDR: ବଡ଼ ପ୍ରସଙ୍ଗ ହେଉଛି ଏମ୍ଏମ୍ଡିଆର୍: ସରକାରଙ୍କୁ ଘେରିବାକୁ ରଣନୀତି, ବିଜେଡି, କଂଗ୍ରେସର ଲଗାତାର ବିରୋଧ ଜାରି
ଭୁବନେଶ୍ବର: ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଏବେ ଓଡ଼ିଶା ରାଜନୀତିରେ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ଏହି ବିଲ୍କୁ ନେଇ ଲଗାତାର ଭାବେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଉପରେ ଆକ୍ରମଣ…
Read More » -
ରାଜ୍ୟ
Elephants and humans fight: ଆମ୍ବ, ପଣସ ପାଇଁ ହାତୀ-ମଣିଷ ଲଢ଼େଇ: ୨୦୨୬-୨୭ରେ ୧୯୨ ଲୋକ, ୮୫ ହାତୀ ମୃତ
ଭୁବନେଶ୍ବର: ୨୦୧୭ରେ ଓଡ଼ିଶାଜଙ୍ଗଲରେ ୧,୯୭୬ ହାତୀ ରହିଥିଲେ। ୨୦୨୪ରେ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଲା ବେଳକୁ ସଂଖ୍ୟା ୨,୦୯୮ରେ ପହଞ୍ଚିଥିଲା। ଶୀତଦିନିଆ ଗଣନା ବେଳକୁ ଆହୁରି…
Read More » -
ରାଜ୍ୟ
Bhubaneswar airport: ଲିଜ୍ରେ ଦିଆଯିବ ଭୁବନେଶ୍ବର ବିମାନବନ୍ଦର: କେନ୍ଦ୍ରର ମଞ୍ଜୁରି, କର୍ଣ୍ଣାଟକର ହୁବଲି ସହ ଯୋଡ଼ିହେଲା
ନୂଆଦିଲ୍ଲୀ/ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ବାଟ ଫିଟିଛି। ଏହାକୁ ଲିଜ୍ ସୂତ୍ରରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଦେଶରେ ଥିବା ମୋଟ୍…
Read More »