ଦେଶ ବିଦେଶ
BJP office: ଶ୍ରୀଲଙ୍କାର ଶାସକ ଜେଭିପି ପ୍ରତିନିଧିଦଳର ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ପରିଦର୍ଶନ
ଶ୍ରୀଲଙ୍କାର ଶାସକ ଜନତା ବିମୁକ୍ତି ପେରାମୁନାର ଏକ ପାଞ୍ଚଜଣିଆ ପ୍ରତିନିଧିଦଳ ବୁଧବାର ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିଛି। ଜେଭିପିର ସାଧାରଣ ସମ୍ପାଦକ ଟିଲଭିନ୍ ସିଲଭାଙ୍କ ନେତୃତ୍ୱରେ ଆସିଥିବା ଏହି ଦଳକୁ ଦିଲ୍ଲୀ ବିଜେପି ସଭାପତି ହର୍ଷ...

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଶାସକ ଜନତା ବିମୁକ୍ତି ପେରାମୁନା (ଜେଭିପି)ର ଏକ ପାଞ୍ଚଜଣିଆ ପ୍ରତିନିଧିଦଳ ବୁଧବାର ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିଛି। ଜେଭିପିର ସାଧାରଣ ସମ୍ପାଦକ ଟିଲଭିନ୍ ସିଲଭାଙ୍କ ନେତୃତ୍ୱରେ ଆସିଥିବା ଏହି ଦଳକୁ ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା ସ୍ୱାଗତ କରିଥିଲେ।
ସୌଜନ୍ୟ ସମ୍ବାଦ




