ଦେଶ ବିଦେଶ
Boat accident: ଗ୍ରୀକ୍ ଡଙ୍ଗାବୁଡ଼ି ଘଟଣା; ୧୩ ଜଣଙ୍କ ମୃତଦେହ ଉଦ୍ଧାର, ମୃତକଙ୍କ ସଂଖ୍ୟା ୩୯କୁ ବୃଦ୍ଧି
ଗ୍ରୀକ୍ ତଟରକ୍ଷୀ ବାହିନୀ ସୋମବାର ପ୍ରତ୍ୟୁଷରେ କ୍ରେଟ୍ ଦ୍ୱୀପ ନିକଟରୁ ଏକ ଡଙ୍ଗାରୁ ୧୩ ଜଣ ପ୍ରବାସୀ ଏବଂ ୧୮ ଜଣ ଲୋକଙ୍କୁ ଉଦ୍ଧାର କରିଛି। ପ୍ରବାସୀମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅଧିକାରୀମାନେ କହିଛନ୍ତି ଯେ ଡଙ୍ଗାଟି ଅନେକ ଦିନ ଧରି ସମୁଦ୍ରରେ ଫସି ରହିଥିଲା...

ଏଥେନ୍ସ: ଗ୍ରୀକ୍ ତଟରକ୍ଷୀ ବାହିନୀ ସୋମବାର ପ୍ରତ୍ୟୁଷରେ କ୍ରେଟ୍ ଦ୍ୱୀପ ନିକଟରୁ ଏକ ଡଙ୍ଗାରୁ ୧୩ ଜଣ ପ୍ରବାସୀ ଏବଂ ୧୮ ଜଣ ଲୋକଙ୍କୁ ଉଦ୍ଧାର କରିଛି। ପ୍ରବାସୀମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅଧିକାରୀମାନେ କହିଛନ୍ତି ଯେ ଡଙ୍ଗାଟି ଅନେକ ଦିନ ଧରି ସମୁଦ୍ରରେ ଫସି ରହିଥିଲା ଏବଂ ପ୍ରବଳ ପବନ ଯୋଗୁଁ କୂଳରେ ପହଞ୍ଚିବା ପାଇଁ ସଂଘର୍ଷ କରୁଥିଲା।
ସୌଜନ୍ୟ ସମ୍ବାଦ




