ଦେଶ ବିଦେଶ
BRICS Summit: ‘ବ୍ରିକ୍ସ’ ପାଇଁ କୋରାପୁଟିଆ କଫି ଡ୍ରିଂକ୍ସ
କୁହାଯାଏ ସ୍ୱାଦ ଏମିତି ଏକ ଜିନିଷ ଯାହା ଜଣଙ୍କୁ ସବୁବେଳେ ସେହି ଖାଦ୍ୟ ଆଡକୁ ଟାଣିନିଏ | ଏବେ ଏହାକୁ କାର୍ଯ୍ୟରେ କରି ଦେଖାଇବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଏକ ଭିନ୍ନ ପ୍ରୟାସ କରିଛି | ନୂଆଦିଲ୍ଲୀରେ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି।

ନୂଆଦିଲ୍ଲୀ: କୁହାଯାଏ ସ୍ୱାଦ ଏମିତି ଏକ ଜିନିଷ ଯାହା ଜଣଙ୍କୁ ସବୁବେଳେ ସେହି ଖାଦ୍ୟ ଆଡକୁ ଟାଣିନିଏ | ଏବେ ଏହାକୁ କାର୍ଯ୍ୟରେ କରି ଦେଖାଇବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଏକ ଭିନ୍ନ ପ୍ରୟାସ କରିଛି | ନୂଆଦିଲ୍ଲୀରେ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବିଶ୍ୱର ଅନେକ ପ୍ରମୁଖ ନେତା ଏକାଠି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ବୈଠକରେ ବିଶ୍ୱ କଲ୍ୟାଣ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନା ହେବ।
ସୌଜନ୍ୟ ସମ୍ବାଦ




