ରାଜ୍ୟ
-
Massive March: ମିଳିତ ଆଦିବାସୀ ମଞ୍ଚର ବିଶାଳ ପଦଯାତ୍ରା, ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ମଞ୍ଚ
ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜଜିଲ୍ଲା ଜାମଦା ବ୍ଲକ୍ର ହରିଲାବେଡ଼ା ଛକରେ ଥିବା ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତିଙ୍କ ଛକରେ ଦେଖାଦେଇଥିବା ପତାକା ବିବାଦ ଆଜି ତୀବ୍ର ରୂପ ନେଇଛି। ଘଟଣାକୁ ନେଇ ମିଳିତ ଆଦିବାସୀ ମଞ୍ଚ…
Read More » -
Heavy Rain: ଲଗାଣ ବର୍ଷାରେ ବଢୁଛି ସତୀଗୁଡା ଓ ବାଲିମେଳା ଜଳଭଣ୍ଡାରର ଜଳସ୍ତର, ତଳିଆ ଅଞ୍ଚଳରେ ଜଳବନ୍ଦୀ ଚାଷ ଜମି
ମାଲକାନଗିରି,୧୨/୯(ଇମିସ): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି।…
Read More » -
Judgment: ହାଇକୋର୍ଟଙ୍କ ରାୟ, ‘ଥାଲାସେମିଆ’ ନିର୍ଦ୍ଦିଷ୍ଟ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ’: ମେଡିକାଲ ବୋର୍ଡ ରିପୋର୍ଟ ରଦ୍ଦ
କଟକ: ‘ଥାଲାସେମିଆ’ରେ ଆକ୍ରାନ୍ତରେ ବ୍ୟକ୍ତି ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ ନୁହେଁ ବୋଲି ଦର୍ଶାଇ ନିଟ୍ ପରୀକ୍ଷାରେ ସଫଳ ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରାନଯିବା ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି…
Read More » -
CM Mohan Charan Majhi: ଦୁବାଇରେ ଓଡ଼ିଆ ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା
ଦୁବାଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ…
Read More » -
Odisha High Court: ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ ପ୍ରସଂଗ ପହଞ୍ଚିଲା ହାଇକୋର୍ଟରେ: ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିଜେଡିର ଚାଲେଞ୍ଜ
କଟକ: ଦଳୀୟ ହୁଇପ ନ ମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ କରିଥିବା ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ ହାଇକୋର୍ଟରେ ପହଞ୍ଚିଛି। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ…
Read More » -
Missing: ମହେନ୍ଦ୍ରତନୟାରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
ପାରଳାଖେମୁଣ୍ଡି: ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ୬୯ ବର୍ଷୀୟ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ଆଜି ଭୋର ପ୍ରାୟ ୫ଟା ୪୦ରେ ପାରଳାଖେମୁଣ୍ଡି ନିକଟ ଅମରା ଗ୍ରାମ ନିକଟରେ…
Read More » -
Political: ରମ୍ଭାରେ ଉଗ୍ର ହେଉଛି ରାଜନୈତିକ ଗୋଷ୍ଠୀ କନ୍ଦଳ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ କାର ପୋଡ଼ି ଦେଲେ
ହୁମ୍ମା: ଗଞ୍ଜାମଜିଲ୍ଲା ରମ୍ଭାରେ ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ହିଂସା ଉଗ୍ର ରୂପ ନେଉଛି। ଗତ ସୋମବାର ରାତିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଖଣ୍ଡାରେ ଜଣେ ସମର୍ଥକଙ୍କ ଉପରେ…
Read More » -
MoU with SBI: ଏସ୍ବିଆଇ ସହ ଓଡ଼ିଶା ପୁଲିସର ଏମ୍ଓୟୁ ସ୍ୱାକ୍ଷର: ଉପକୃତ ହେବେ ୪ହଜାର ଓଏସ୍ଏସ୍ଏଫ୍ ଯବାନ
ଭୁବନେଶ୍ୱର: ଓଏସ୍ଏସ୍ଏଫ୍ ଯବାନଙ୍କୁ ଅତିରିକ୍ତ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୁଲିସର ଅପରେସନ୍ସ ୱିଙ୍ଗ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ମଧ୍ୟରେ ଏକ ବୁଝାମଣାପତ୍ର…
Read More » -
CBI raid: ମୋବାଇଲ ସିମ୍ ଦୋକାନରେ ସିବିଆଇ ଚଢ଼ଉ: ବିହାରରେ ବ୍ୟବହୃତ ନକଲି ସିମ୍ କୁଜଙ୍ଗରୁ ଆକ୍ଟିଭେଟ୍
କୁଜଙ୍ଗ: ମୋବାଇଲ୍ ସିମ୍ ବିକ୍ରୟ କରୁଥିବା କୁଜଙ୍ଗର ଏକ ଦୋକାନରେ ଆଜି ଦିଲ୍ଲୀ ସିବିଆଇ ପକ୍ଷରୁ ଦିନତମାମ ଚଢ଼ଉ କରାଯାଇଛି। ଦୋକାନରୁ କାର୍ଯ୍ୟକ୍ଷମ (ଆକ୍ଟିଭେଟ୍) ହୋଇଥିବା ୪୦୦ରୁ ଅଧିକ ସିମ୍କାର୍ଡ…
Read More » -
Weather: ବୁଡ଼ିଲା ପୋଟେରୁ ଓ କନ୍ୟାଶ୍ରମ ପୋଲ: ତଳିଆ ଅଞ୍ଚଳ ଜଳମଗ୍ନ
କାଲିମେଳା/ପଡ଼ିଆ: ଲଘୁଚାପ ପ୍ରଭାବରେ କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଅପରାହ୍ଣରେ ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ୩୨୬ ନଂ ଜାତୀୟ ରାଜପଥରେ…
Read More »