ରାଜ୍ୟ
-
Protest: ସମୁଦ୍ର ଆଁରୁ ନିଜ ଭିଟାମାଟି ବଞ୍ଚାଇବାକୁ ନେଇ ୪ଖଣ୍ଡ ଗ୍ରାମବାସୀ ଗୋପାଳପୁର ପୋର୍ଟ ସମ୍ମୁଖରେ ବିଶାଳ ଗଣଧାରଣା
ଛତ୍ରପୁର: ଶେଷରେ ସମୁଦ୍ର ଆଁରୁ ନିଜ ଭିଟାମାଟି ବଞ୍ଚାଇବାକୁ ନେଇ ଗ୍ରାମବାସୀଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି l ବହୁବାର ଦାବି ଏବଂ ଜ଼ିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମଧ୍ୟ ସମସ୍ୟାର ସମାଧାନ…
Read More » -
Murder: ସ୍ତ୍ରୀଙ୍କୁ ପିଟିପିଟି ମାରିଲା ସ୍ବାମୀ, ଅଭିଯୁକ୍ତ ଥାନାରେ ଅଟକ
ପାଲଲହଡ଼ା: ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ପିଟିପିଟି ଠେଙ୍ଗାରେ ମାରିଦେଲା ସଇତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ପାଲଲହଡା ବ୍ଲକ ବତିସୁଆଁ ପଞ୍ଚାୟତର ତିରିବ ଗାଆଁରେ। ଗାଆଁର ସୌଭାଗ୍ୟ ମହାନ୍ତଙ୍କର…
Read More » -
Sarpanch: ତାଳସରତା ସରପଞ୍ଚଙ୍କ ବିରୁଦ୍ଧରେ ମହାଦୁର୍ନୀତି ଅଭିଯୋଗ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡ ସଭ୍ୟ
ସାହାଜପାଲ(ଶେଷଦେବ ଦାଶ): ବୌଦ୍ଧଜିଲ୍ଲା ତାଳସରତା ଗ୍ରାମପଞ୍ଚାୟତର ସରପଞ୍ଚ ସୁସ୍ମିତା ପାଣ୍ଡେଙ୍କ ବିରୁଦ୍ଧରେ ବ୍ୟାପକ ଆର୍ଥିକ ଅନିୟମିତତା, ଜାଲିଆତି ଓ କ୍ଷମତାର ଅପବ୍ୟବହାର ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ହେଉଥିବା ବ୍ୟାପକ ହରିଲୁଟ୍…
Read More » -
Accident: ଦୁଇ କାର୍ ମୁହାଁମୁହିଁ ଧକ୍କା: ଯୁବକ ମୃତ; ଚାରି ଗୁରୁତର
କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଶିବିଳାପଶି ଓଭରବ୍ରିଜ ଉପରେ ବିଳମ୍ବିତ ରାତିରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି…
Read More » -
Death: ବନ୍ୟାଜଳରେ ଭାସି ଜଣେ ମୃତ, ୩ ଦିନ ପରେ ମିଳିଲା ମୃତଦେହ
ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଘୁରୁଡିଆ ନାଳ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଦାଙ୍ଗି ଆମ୍ବତଇଳା ସାହିର ସ୍ବର୍ଗତ ଜଗବନ୍ଧୁ ମହନ୍ତଙ୍କ ପୁଅ ଭକ୍ତବନ୍ଧୁ ମହାନ୍ତ(୫୪ )। ସେ…
Read More » -
Road: ଅପହଞ୍ଚ ଅଞ୍ଚଳରେ ନିର୍ମାଣ ହେବ ୨୦୯୯ କିମି: ୫ ବର୍ଷରେ ଖର୍ଚ୍ଚ ହେବ ୧୩୦୦ କୋଟି
ଭୁବନେଶ୍ବର: ରାଜ୍ୟରେ ବହୁ ମାଓ ପ୍ରଭାବିତ ଜିିଲ୍ଲା, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଆଜି ବି ସଡ଼କ ସଂଯୋଗ ପହଞ୍ଚିନାହିଁ। ସେହି ସବୁ ଗାଁ କିମ୍ବା ଅଞ୍ଚଳକୁ…
Read More » -
Madanmohan Matha: ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି
କାମାକ୍ଷାନଗର/ପଣ୍ଡୁଆ: ଢେଙ୍କାନାଳଜିଲ୍ଲା ତୁମୁସିଙ୍ଗା ଥାନା ଅଧୀନ କନ୍ତିଓ ପୁଟସାହି ଗାଁର ପୁରାତନ ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଛି। ମଠର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି…
Read More » -
Wall collapse: କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର
ଜଳେଶ୍ଵର (ସତ୍ୟବ୍ରତ ପ୍ରଧାନ):ବାଲେଶ୍ଵରଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ରବିବାର ରାତିରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର।…
Read More » -
Bus accident while overtaking: ଓଭରଟେକ୍ ବେଳେ ବସ୍ ଦୁର୍ଘଟଣା: ୨ ଅଧିକାରୀ ମୃତ, ୧୨ ଆହତ
ଯୁଯୁମୁରା: ଓଭରଟେକ୍ କରିବାକୁ ଯାଇ ଘଟିଲା ଭୟଙ୍କର ଦୁର୍ଘଟଣା। ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର-ଗରଗଡ଼ବାହାଲ ମଝିରେ ରବିବାର ରାତି ପ୍ରାୟ ୩ଟା ୩୦ରେ…
Read More » -
Independence Day sadness: ସ୍ବାଧୀନତା ଦିବସର ଦୁଃଖ: ବନ୍ଧ ହୁଡ଼ାରେ ଭିଜୁଛନ୍ତି ବିପନ୍ନ, ପାଣି ଭିତରେ ଉଡ଼ିଲା ତ୍ରିରଙ୍ଗା
ଯାଜପୁର: ହର୍ଷୋଲ୍ଲାସ ମଧ୍ୟରେ ସାରା ଦେଶ ପାଳିଛି ୮୦ତମ ସ୍ବାଧୀନତା ଦିବସ। ସବୁଠି ଫରଫର ହୋଇ ଉଡ଼ିଛି ତ୍ରିରଙ୍ଗା। କିନ୍ତୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଭିତରେ…
Read More »