ରାଜ୍ୟ
-
Soumya Ranjan Death Case: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍ଓ ନିଲମ୍ବିତ, ଚର୍ଚ୍ଚାକୁ ଫେରିଲା ମୃତ୍ୟୁ ପଛର ରହସ୍ୟ
ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ଆଇଏଫ୍ଏସ୍ ଅଧିକାରୀ ତଥା ଗଜପତିର ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଆଜି…
Read More » -
Bhatifas village: ଭାଟିଫାସ ଗାଁ’ର ବିକଳ ଚିତ୍ର: ଗାଁ ରାୟଗଡ଼ାରେ, ଖତିଆନ କଳାହାଣ୍ଡିରେ
ଭବାନୀପାଟଣା: ରାୟଗଡ଼ା ଜିଲ୍ଲାର ଭାଟିଫାସ ଗାଁର ବିକଳ ଚିତ୍ର ଚର୍ଚ୍ଚାର ବିଷୟ ହୋଇଛି। ରାୟଗଡ଼ା ଜିଲ୍ଲାରେ ଗାଁ ଥିବା ବେଳେ ଜମି ଖତିଆନ କଳାହାଣ୍ଡି ଜିଲ୍ଲାରେ ରହିଛି। ଭାଟିଫାସ ଗ୍ରାମବାସୀ ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ…
Read More » -
Damage assessment: ଆଜିଠୁ ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ
ଭୁବନେଶ୍ବର: ଚଳିତ ବନ୍ୟାରେ ୨୨ଜିଲ୍ଲାରେ ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ବର, ଭଦ୍ରକ ଓ ଯାଜପୁରଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଥିବାବେଳେ ପୁରୀ, ଜଗତସିଂହପୁର, ଖୋରଧା ଏବଂ କଟକର କିଛି କିଛି ଅଞ୍ଚଳ ପ୍ରଭାବିତ ହୋଇଛି।…
Read More » -
Congress President Bibhuti Bhushan: କଂଗ୍ରେସର ‘ଛାତ୍ର ସଂକଳ୍ପ ସମାବେଶ’: ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ବର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ‘ଛାତ୍ର ସଂକଳ୍ପ ସମାବେଶ’ ଅନୁଷ୍ଠିତ ହୋଇଛି। ଏଥିରେ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ…
Read More » -
Education: ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ବାଟବଣା: ପିଲାଙ୍କ ପ୍ରାକ୍ଟିକାଲ୍, ଇଣ୍ଡଷ୍ଟ୍ରି ଭିଜିଟ୍, ଗେଷ୍ଟ ଲେକଚର୍ ବନ୍ଦ
ଭୁବନେଶ୍ବର: ୧୮ରୁ ୪୫ ବର୍ଷ ବୟସରେ ନିଯୁକ୍ତିପତ୍ର ପାଇବେ। ସେହି ୪୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ରାଜ୍ୟର ସରକାରୀ…
Read More » -
Gautam Adani: ରାୟଗଡ଼ାରେ ଗୌତମ ଆଦାନୀ: ବଡ଼ ପୁଞ୍ଜିନିବେଶ ଯୋଜନା
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବଡ଼ ପୁଞ୍ଜି ନିବେଶ ଯୋଜନା କରିଛି ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପ। ୧.୦୮ଲକ୍ଷ କୋଟି ବ୍ୟୟରେ ଗ୍ରିନ୍ଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ ନିର୍ମାଣ…
Read More » -
Elephant: ରାଜରାସ୍ତାରେ ଗଜରାଜ: ଟ୍ରକ୍ ଅଟକାଇ ଖାଦ୍ୟ ମାଗୁଛି
କୋଇଡ଼ା: ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ। ରାସ୍ତାରେ ଯେଉଁ ସବୁ ଗାଡ଼ି ଯାଉଛି ସେଗୁଡ଼ିକୁ ଅଟକାଇ ଖାଦ୍ୟ ପାଇଁ ଶୁଣ୍ଢ ବଢ଼ାଉଛି। ଟ୍ରକ୍ଗୁଡ଼ିକ ବାଟ…
Read More » -
Chief Minister: ନିଶା କାରବାର ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ: ବୁଲ୍ଡୋଜର୍ ଚଳାଇବାକୁ ଧମକ
ଭୁବନେଶ୍ବର: ନିଶା କାରବାରରୁ ବିରତ ନ ରହିଲେ ବୁଲ୍ଡୋଜର୍ ଚାଲିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଆଜିଠାରୁ ‘ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଆରମ୍ଭ ପରିପ୍ରେକ୍ଷୀରେ…
Read More » -
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ନବରଙ୍ଗପୁର (ସୁରେଶ ନାଇଡୁ): ଗତ ତିନି ବର୍ଷ ହେବ ଜିଲ୍ଲାସ୍ବାସ୍ଥ୍ୟ ବିଭାଗର ୪ଟି ପ୍ରକଳ୍ପ ପାଇଁ ୭.୨୦କୋଟି ଓ ଆଇନ ବିଭାଗର ୫ଟି ପ୍ରକଳ୍ପ ପାଇଁ ୯.୭୭କୋଟି ଟଙ୍କାର ଅନୁଦାନ ରାଜ୍ୟସରକାର ଦେଇଛନ୍ତି।…
Read More » -
Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍ ରକ୍ତ ସଂଗୃହୀତ
ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗମ୍ଭାରୀଗୁଡ଼ା ଠାରେ ମା ସରସ୍ବତୀ କଳାକୁଞ୍ଜ, ଗମ୍ଭାରୀଗୁଡ଼ାର ଯୁବ ବନ୍ଧୁମାନେ ରକ୍ତ ଦେଇ ବନ୍ଧୁତା ଦିବସ ପାଳନ କରିଛନ୍ତି।…
Read More »