ରାଜ୍ୟ
-
Obituary: ଖେଳାଳିରୁ ପ୍ରଶାସକ ଅଶୋକ ମହାନ୍ତିଙ୍କ ପରଲୋକ
ଭୁବନେଶ୍ବର: ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ, କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତି (ଡୁଲୁ) ପରଲୋକ ଗମନ କରିଛନ୍ତି। ତାଙ୍କୁ ୭୬ ବର୍ଷ ହୋଇଥିଲା। ବେଶ୍ କିଛି ଦିନ ଧରି…
Read More » -
CNG rate hiked ରାଜ୍ୟରେ ସିଏନ୍ଜି ଦର କିଗ୍ରା ପିଛା ୨ ଟଙ୍କା ବଢ଼ିଲା
ଭୁବନେଶ୍ବର: ଓଡ଼ିଶାରେ ସିଏନ୍ଜି ଚାଳିତ ଗାଡ଼ିମୋଟର ଯାତ୍ରା ପୁଣି ମହଙ୍ଗା ହେବ। ଗେଲ୍ ଇଣ୍ଡିଆ ପକ୍ଷରୁ କଟକ ଓ ଭୁବନେଶ୍ବରରେ ସିଏନ୍ଜି (କଂପ୍ରେସ୍ଡ ନେଚୁରାଲ୍ ଗ୍ୟାସ୍) ଦର ବୃଦ୍ଧି କରାଯାଇଛି। କିଲୋଗ୍ରାମ…
Read More » -
Elephant Poaching ଫାର୍ମହାଉସ୍ରେ ହାତୀକୁ ମାରି ପୋତିଦେଲେ!
ଫାର୍ମ ହାଉସ୍ ସିଲ୍ କଲା ବନ ବିଭାଗ ଫାର୍ମହାଉସ ମାଲିକ ସହ ୩ ଅଟକ ସୋମବାର ଖୋଳି ବାହାର କରାଯିବ ମୃତଦେହ ହିନ୍ଦୋଳ (ବିଶ୍ବେଶ୍ବର ସେଠୀ): ଏକ ହାତୀକୁ…
Read More » -
Anniversary: ବାବୁଲାଲ ଦୋଶୀ ଜୟନ୍ତୀ ପାଳିତ
କଳା ବିକାଶ କେନ୍ଦ୍ର, କଟକ ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନିରବ ଯୋଦ୍ଧା, ବିଶିଷ୍ଟ ସମାଜସେବୀ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ବାବୁଲାଲ ଦୋଶୀଙ୍କ ୧୦୮ତମ…
Read More » -
Cohen International School JEE Advanced Results: କୋହେନ୍ କୋହେନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଭବେଶ ପାତ୍ର JEE Advance ଓଡ଼ିଶା ଟପ୍ପର
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ‘କୋହେନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍’ ଚଳିତ ଜେଇଇ ଆଡଭାନ୍ସଡ୍ ୨୦୨୬ ପରୀକ୍ଷାରେ ଏକ ବଡ଼ ସଫଳତା ହାସଲ କରିଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ…
Read More » -
ଜନଅଭିଯୋଗ ଶୁଣାଣିରେ ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କୁ ଅସମ୍ମାନ, ଜିଲ୍ଲାପାଳଙ୍କୁ ଚୌକି ଉପହାର ଦେଲେ କିଛି ସଂଗଠନ
ବଲାଙ୍ଗିର ୧।୬: ବଲାଙ୍ଗିରର ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଛିଡା କରି କଥା ହେବା ଓ ଚୌକି ଖଣ୍ଡିଏ…
Read More » -
ପୋଲିସ ମାଡ଼ରେ ଚାଲିଗଲା ଜୀବନ, ଦେହରେ ଢାଳିରେ ଗରମ ପାଣି, ରାସ୍ତା ସାରା ନିସ୍ତୁକ ପିଟିଲେ !
ଆସ୍କା ୦୧।୦୬ : ଖାକିରେ ପୁଣି କଳଙ୍କ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଥାନାରେ ଅଟକ ରଖିଥିବା…
Read More » -
Karanjia tiger attack: ଜଙ୍ଗଲକୁ ଯାଇ ଫେରିନଥିଲେ, ସକାଳୁ ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି
କରଞ୍ଜିଆ ୧।୬: ମଣିଷକୁ ଖାଇଗଲା ବାଘ ! ରବିବାର ସକାଳୁ ଜଙ୍ଗଲକୁ ଯାଇଥିଲେ, ସୋମବାର ସକାଳୁ ସକାଳୁ ମିଳିଲା କ୍ଷତାକ୍ତ ଗୋଡ଼ । ଆଉ ନିକଟରେ ପଡ଼ିଛି…
Read More » -
Fire In Ambulance : ଜାଗମରା ଅଞ୍ଚଳରେ ଅଘଟଣ, ସର୍ଟସର୍କିଟରୁ ଜଳିଗଲା ଆମ୍ବୁଲାନ୍ସ
ଭୁବନେଶ୍ୱର ୦୧।୦୬: ଜଳିଗଲା ଆମ୍ବୁଲାନ୍ସ। ଭୁବନେଶ୍ୱର ଜାଗମରା ଅଞ୍ଚଳରେ ସର୍ଟସର୍କିଟରୁ ଆମ୍ବୁଲାନ୍ସରେ ଲାଗିଛି ଭୟଙ୍କର ନିଆଁ । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…
Read More » -
Ratha yatra 2026 : ତିନି ରଥର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ, ଆଗକୁ ଲାଗିବ ଦଣ୍ଡା ଫ୍ରେମ୍
ପୁରୀ ୦୧।୦୬ : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ ହୋଇଛି । ଭଉଁରୀ ଉତ୍ସବରେ ନାହାକା ଚକ ଓ ଅଖ ସଂଯୋଗ ହୋଇଥିଲା…
Read More »