ରାଜ୍ୟ
-
ଅମାପ ସମ୍ପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ, ଏକାବେଳକେ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ
କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ…
Read More » -
ଗୁଣ୍ଡୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସୁଧୁରୁନି ଅବ୍ୟବସ୍ଥା, ଅନ୍ୟତ୍ର ଯାଉଛନ୍ତି ପିଲା
ବଇଣ୍ଡା,୨୨।୧୦(ପରିକ୍ଷିତ ସାହୁ): ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ଶୈକ୍ଷିକ ପରିବେଶକୁ ଉନ୍ନତମାନର କରିବାକୁ ନିର୍ଦ୍ଦେଶ ରହିଛି।…
Read More » -
କୋଟିଆରେ ଆନ୍ଧ୍ର ନିର୍ବାଚନ ରୋକିବାକୁ ସବୁ ଦଳ ଏକାଠି
ପଟ୍ଟାଙ୍ଗି, ୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆରେ ଆନ୍ଧ୍ର ତାହାର ପଞ୍ଚାୟତ ନିର୍ୱାଚନ କରିବ। ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର…
Read More » -
ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବ ଓଡ଼ିଶା
ଭୁବନେଶ୍ୱର, ୨୨।୧୦(ସୁନିତ୍ ମିଶ୍ର): ମୁମ୍ବାଇଠାରେ ଗୁରୁବାରଠାରୁ ‘ଇଣ୍ଡିଆ କେମ୍ ୨୦୨୬’ ସମ୍ମିଳନୀ ଆରମ୍ଭ ହେବ। ଏହି ଅବସରରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିକାଶ ଭିତ୍ତିଭୂମି, ପ୍ରଗତିଶୀଳ…
Read More » -
ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍, ୨୫ ପରେ…
ଭୁବନେଶ୍ୱର, ୨୨ା୧୦(ସୌମ୍ୟରଞ୍ଜନ ରାଉତ): ଥାଇଲାଣ୍ଡ ଉପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଓ ମ୍ୟାନ୍ମାର ଉପରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ବୁଧବାର ସନ୍ଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ…
Read More » -
Balijatra 2026: ବାଲିଯାତ୍ରାରେ ନୂଆ ଆକର୍ଷଣ, ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ୧୮୦ଫୁଟର ଟାଇଟାନିକ୍ ଜାହାଜ
କଟକ,୨୨/୧୦: ବାଣିଜ୍ୟିକ ପରମ୍ପରା ଓ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ଐତିହାସିକ ବାଲିଯାତ୍ରାରେ ଏଥର ଯୋଡ଼ିହେବ ଏକ ନୂଆ ଆକର୍ଷଣ । ପ୍ରଥମଥର ପାଇଁ ଏଠାରେ ବିଶ୍ୱପ୍ରସିଦ୍ଧ…
Read More » -
Kataka Dussehra: ମା’ଙ୍କ ଭସାଣି ପାଇଁ ହାଇଆଲର୍ଟ, ୧୩୦ରୁ ଅଧିକ ମେଢ଼କୁ ନେଇ ଦୁଲୁକିବ ସିଲିଭରସିଟି, ୬୨ ପ୍ଲାଟୁନ୍ ଫୋର୍ସ ମୁତୟନ
କଟକ,୨୨/୧୦: ବୁଧବାର ବିଳମ୍ବିତ ରାତିରେ କିଛି ହାତଗଣତି ମେଢ଼ ଦେବୀଗଡ଼ାରେ ଆସି ବିସର୍ଜିତ ହୋଇଥିଲେ ହେଁ, ଗୁରୁବାର ସହରରେ ଆନୁଷ୍ଠାନିକ ଭସାଣି ଉତ୍ସବ ହେବ । ଭସାଣି…
Read More » -
ଦୁଇ ମହଲା ଘରେ ଚାଲିଥିଲା ଦେହ ବ୍ୟବସାୟ, ଗ୍ରାହକ ବେଶରେ ୩ ଦେହଜୀବୀ, ୨ ଗ୍ରାହକ ଓ ଜଣେ ଦଲାଲଙ୍କୁ ଧରିଲା ପୁଲିସ
ଯାଜପୁର, ୨୨/୧୦: ଯାଜପୁର ରୋଡ୍ ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୁଲିସ। ନହକା-ତେନ୍ତୁଳିଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଦୁଇ ମହଲା ଘରେ ଚାଲିଥିବା…
Read More » -
Kalinga studio : ଖୋଲିଲା କଳିଙ୍ଗ ଷ୍ଟୁଡିଓ, ଏଣ୍ଟ୍ରି ୨୦ ଟଙ୍କା, ସ୍ନୋ-ପାର୍କ, ଥ୍ରିଡି ମୁଭି, ଭୂତ ବଙ୍ଗଳା ବୁଲିବାକୁ ୨୭୫ ଟଙ୍କା
ଭୁବନେଶ୍ୱର, ୨୨/୧୦ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି । ଖୋଲିଛି କଳିଙ୍ଗ ଷ୍ଟୁଡିଓ । ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାର୍ବଣ ଅବସରରେ ଉଭୟ ଦର୍ଶକ…
Read More » -
X Account Hacked:କମିଶନରେଟ୍ ପୁଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍, ୩ ଦିନ ହେବ ଟେର ପାଉନି ପୁଲିସ୍
ଭୁବନେଶ୍ୱର,୨୨\୧୦: ସାଇବର ସୁରକ୍ଷା ପାଇଁ ସଚେତନ କରୁଥିବା କମିଶନରେଟ୍ ପୁଲିସ୍ ସାଇବର ଅପରାଧୀଙ୍କ ପଞ୍ଝାରେ ପଡିଛି । ହ୍ୟାକରମାନେ କମିଶନରେଟ୍ ପୁଲିସର ଅଫିସିଆଲ୍ ଏକ୍ସ ଆକାଉଣ୍ଟକୁ ହ୍ୟାକ୍…
Read More »