ରାଜ୍ୟ
-
Paytm scam : ପେଟିଏମ କରାଇବାର ଆଳ ଦେଖାଇ ମହିଳା ଚା’ଦୋକାନୀଙ୍କ ଆକାଉଣ୍ଟରୁ ୯୦ହଜାର ଚଳୁ
ବେତନଟୀ, ୧୯/୮ : ପେଟିଏମ କରାଇବାର ଆଳ ଦେଖାଇ ମହିଳା ଚା’ ଦୋକାନୀଠାରୁ ୯୦ ହଜାର ଲୁଟ୍ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା…
Read More » -
Malkangiri Tiger Terror : ମାଲକାନଗିରି ଜନ୍ଦ୍ରାଗୁଡାରେ ହେଟା ବାଘ ଆତଙ୍କ, ୪ ବର୍ଷର ଶିଶୁକୁ ଆକ୍ରମଣ ପରେ ଭୟର ବାତାବରଣ ..
ମାଥିଲି ,୧୯\୮: ମାଲକାନଗିରି ଜନ୍ଦ୍ରାଗୁଡାରେ ୪ ବର୍ଷର ଶିଶୁକୁ ହେଟାବାଘ ଆକ୍ରମଣ ଘଟଣାରେ ଗାଁରେ ଏବେ ଭୟର ବାତାବରଣ । ବନବିଭାଗ ଘଟଣା ନେଇ ତଦନ୍ତ ଆରମ୍ଭ କରିଛି…
Read More » -
Photography: ଫଟୋଗ୍ରାଫି ବ୍ୟବସାୟରେ ବାଜି ମାରୁଛନ୍ତି ଯୁବପିଢ଼ି, ଚାହିଦା ବଢ଼ାଉଛି ଡିଜିଟାଲ ଆଲବମ୍ !
ରାଉରକେଲା, ୧୯।୮/ସନ୍ତୋଷ ଦାଶ: ଲକ୍ଷାଧିକ ଟଙ୍କାର କ୍ୟାମେରା । ମନକୁ ଛୁଇଁଲା ଭଳି ଫିଚର । ହାଇକ୍ୱାଲିଟିର ଫଟୋ । ମାତ୍ର କେଇ ମିନିଟ୍ରେ ଫଟୋ ପ୍ରିଣ୍ଟ…
Read More » -
Traffic improvement : ରାଜଧାନର ୨୩ଟି ପ୍ରମୁଖ ଛକର ପୁନଃ ଡିଜାଇନ୍କୁ ମଞ୍ଜୁରି, ଶୀଘ୍ର କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱରର ୨୩ଟି ପ୍ରମୁଖ ଛକର ପୁନଃବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମାଷ୍ଟରପ୍ଲାନ୍କୁ ମଞ୍ଜୁରି ଦେଇଛନ୍ତି। ଟ୍ରାଫିକ ଭିଡ଼ କମାଇବା, ଯାନବାହନ ଚଳାଚଳ ସୁଗମ କରିବା ଓ ଲୋକଙ୍କ ଯାତାୟତକୁ…
Read More » -
World Photography Day: ଡାର୍କ ରୁମ୍ରୁ ଚା’ ଦୋକାନ, ଫଟୋଗ୍ରାଫର୍ଙ୍କ ୫ ଦଶନ୍ଧିର ଯାତ୍ରା
ବ୍ରହ୍ମପୁର, ୧୯/୮ : ସମୟ ବଦଳିଛି, ଫଟୋଗ୍ରାଫିର ଦୁନିଆ ବଦଳିଛି । ଏବେ ଡିଜିଟାଲ କ୍ୟାମେରା, ମୋବାଇଲ୍ ଓ ଆଧୁନିକ ଏଡିଟିଂର ଯୁଗ । ହେଲେ ଦିନେ ଏମିତି…
Read More » -
False cases : ୩ ବର୍ଷରେ ୭୦୦ ମିଛ ଦୁଷ୍କର୍ମ ମାମଲା ! ପ୍ରତିଶୋଧ ଓ ସହାୟତା ଲୋଭରେ ଏତଲା ଦେଉଛନ୍ତି ଯୁବତୀ
ଭୁବନେଶ୍ୱର, ୧୯/୮ : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ। ପୁଲିସ୍ ରିପୋର୍ଟ କହୁଛି ଗତ ୩ ବର୍ଷରେ ରାଜ୍ୟରେ ମୋଟ୍ ୮ ହଜାର ୮୭୩…
Read More » -
‘ପ୍ରମେୟ’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଗଛ ଲଗାଇ ପରିବେଶକୁ ବଞ୍ଚାଇବାକୁ ନେଲେ ଶପଥ
ଭୁବନେଶ୍ୱର,୧୯/୮ : ସେହି ଖୁସି, ସେହି ଉନ୍ମାଦନା । ଚିତ୍ରାଙ୍କନ ପାଇଁ ଗହଳିଚହଳି । କାଗଜ, ରଙ୍ଗ ଧରୁଧରୁ ରଙ୍ଗୀନ ଦୁନିଆରେ ହଜିଯାଇଥିଲେ ପ୍ରତିଯୋଗୀ । ଆଙ୍କି…
Read More » -
Mahaprabhu Jagannath film : ୨୮ରେ ରିଲିଜ୍ ହେବ ‘ମହାପ୍ରଭୁ ଜଗନ୍ନାଥ’,ରାଜ୍ୟ ସରକାରଙ୍କ ଆବେଦନ ଖାରଜ
କଟକ,୧୯\୮ : ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ…
Read More » -
OES recruitment 2026 ; ବଦଳିଲା ଓଇଏସ୍ ନିଯୁକ୍ତି ପରୀକ୍ଷା ଢାଞ୍ଚା : ଦୁଇଟି ପର୍ଯ୍ୟାୟରେ ୬୭୫ ମାର୍କର ହେବ ପରୀକ୍ଷା
ଭୁବନେଶ୍ୱର,୧୯/୦୮ : ଓଡ଼ିଶା ଶିକ୍ଷା ସେବା (ସ୍କୁଲ ଶିକ୍ଷା) ପଦବିରେ ନିଯୁକ୍ତି ପାଇଁ ପରୀକ୍ଷା ଢାଞ୍ଚାର ନିୟମାବଳୀ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)…
Read More » -
Odisha Flood Updates : ବର୍ଷା ବିତ୍ପାତ… ଧୋଇଗଲା ୮ ଲକ୍ଷ ଟଙ୍କାର ମାଟି ମୂର୍ତ୍ତି, ବତୁରିଗଲା ବହିଖାତା, ଚିନ୍ତାରେ ୩୦୦ ପିଲା
ରାଉରକେଲା, ୧୯/୮ : ଛାଞ୍ଚରେ ନଡ଼ା ଭିଡ଼ା ସରି ଆରମ୍ଭ ହୋଇଥିଲା ମାଟି ଲେସା । ପୂର୍ଣ୍ଣାଙ୍ଗ ରୂପ ନେଉଥିଲେ ମୂର୍ତ୍ତି । କିଛିଦିନ ମଧ୍ୟରେ ରଙ୍ଗକାମ…
Read More »