ରାଜ୍ୟ
-
Dharmendra: ତ୍ରିରଙ୍ଗା ଆମ ଜାତୀୟ ଗୌରବ ଓ ସ୍ୱାଭିମାନ: ଧର୍ମେନ୍ଦ୍ର
ସମ୍ବଲପୁର: ତ୍ରିରଙ୍ଗା ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଏହି ତ୍ରିରଙ୍ଗା ପଦଯାତ୍ରା ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭାରତର ମହାନ ସଂଗ୍ରାମୀମାନଙ୍କୁ ସ୍ମରଣ କରିବା…
Read More » -
Elephant: ଓଡ଼ିଶାମୁହାଁ ଆନ୍ଧ୍ର ହାତୀପଲ: ଗୁଣପୁର ଅଞ୍ଚଳରେ ବୁଲୁଛନ୍ତି, ଚାଷୀ ଓ ଗ୍ରାମବାସୀ ଭୟଭୀତ
ଗୁଣପୁର: ଓଡ଼ିଶାମୁହାଁ ହୋଇଛନ୍ତି ଆନ୍ଧ୍ରର ୪ଟିକିଆ ହାତୀପଲ। ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଗୁଣପୁର ବ୍ଲକ୍ ଜଗନ୍ନାଥପୁର ପଞ୍ଚାୟତର କତାଗୁଡ଼ା ଓ ବାରିଡ଼ି ଗ୍ରାମ ନିକଟରେ ହାତୀପଲ ଚଳପ୍ରଚଳ କରୁଛନ୍ତି। ଏହା…
Read More » -
କୁଆଡ଼େ ଗଲା ‘ଜେଲଟିନ୍’ ଡିଲର? ଜିଲ୍ଲା ବାହାରକୁ ବ୍ୟାପିଛି ନେଟ୍ୱର୍କ
ଖୋରଧା: ମାସକ ତଳେ ଖୋରଧା ସଦର ଥାନା ପୁଲିସ ଚୋରା ଜେଲଟିନ୍ ବ୍ୟବସାୟର ଗୋଟିଏ ଖିଅ ଧରିଥିଲା। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳରୁ ବେଆଇନ ଜେଲଟିନ୍ ଧରି ଚୋରା ଚାଲାଣ କରୁଥିବା ବିକ୍ରେତା, ଏହାର…
Read More » -
Subhendra Mohan: ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହଙ୍କ ଜୟନ୍ତୀ ସମାରୋହ: ‘ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପାଇଁ ଶିଶୁ ସାହିତ୍ୟ ଏକାନ୍ତ ଆବଶ୍ୟକ’
କଟକ: ଓଡ଼ିଆ ଭାଷାକୁ ସୁରକ୍ଷିତ କରିବା ଓ ଏହାକୁ ନୂତନ ପିଢ଼ିଙ୍କ ନିକଟତର କରିବାକୁ ହେଲେ ଲିପି ଓ ଭାଷା ସଂସ୍କାରର ଆବଶ୍ୟକତା ରହିଛି। ସେହିପରି ବ୍ୟାକରଣ ଅନୁମୋଦିତ…
Read More » -
BJD: ଜନଜାତିଙ୍କ ପାଇଁ ବିଜେଡି ଲଢ଼େଇ ଜାରି ରଖିବ: ନବୀନ
ଭୁବନେଶ୍ବର: ବିଜେଡି ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉଚ୍ଚଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ରର…
Read More » -
Pond: ଏମିତି ହେଲା ପୋଖରୀ ଖୋଳା: ପାଣି ଖାଲି କରିବାରେ ବିତିଲା ବର୍ଷେ
ପୁରୀ: ବର୍ଷା ପୂର୍ବରୁ ପଥର ପୋଖରୀ ଖୋଳିଦେଲେ। ମୋଟର ପମ୍ପ ଲଗାଇ ପାଣି ଖାଲି କଲେ। ସ୍ଥିତି ପରଖି କହିଲେ, ଏତିକି ବଜେଟ୍ରେ ଏ ପୋଖରୀ କାମ ହୋଇପାରିବନାହିଁ। ତେଣୁ…
Read More » -
Naxalism in Jharkhand: ଅନ୍ତିମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ନକ୍ସଲବାଦ: ଏବେ ଅଛନ୍ତି ୧୨ ଜଣ ପୁରସ୍କାର ଘୋଷିତ ମାଓବାଦୀ
ବିଶ୍ରା: ଝାଡ଼ଖଣ୍ଡରେ ନକ୍ସଲବାଦ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଲଗାତାର ଏନ୍କାଉଣ୍ଟର, ଗିରଫଦାରୀ ଓ ଆତ୍ମସମର୍ପଣ ପରେ ରାଜ୍ୟରେ ଏବେ ମାତ୍ର ୧୨ ଜଣ ପୁରସ୍କାର ଘୋଷିତ ମାଓବାଦୀ…
Read More » -
Cyber fraud: ଆୟକର ରିଟର୍ଣ୍ଣରେ ବି ସାଇବର୍ ଠକେଇ: ଜାଲ୍ ୱେବ୍ସାଇଟ୍ ଲିଙ୍କ୍ରେ ଲୁଟି ନେଉଛନ୍ତି ଟଙ୍କା
କଟକ: କରଦାତାମାନେ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ ସମୟରେ ସାଇବର ଅପରାଧୀମାନେ ଜାଲ୍ ୱେବ୍ସାଇଟ୍ ଏବଂ ହ୍ବାଟ୍ସଆପ୍ରେ ଏପିକେ ଫାଇଲ୍ ପଠାଇ ଜାଲରେ ଫସାଉଛନ୍ତି। ଏହା ଜରିଆରେ କରଦାତାଙ୍କ…
Read More » -
Farmers’ protests: ଚାଷୀଙ୍କ ବିରୋଧ ପରେ ଓହରିଲେ ସରକାର: ଟୋକନ୍ ପାଇବା ପାଇଁ ଆଇଡି ଆବଶ୍ୟକ, ଭାଗ ଚାଷୀଙ୍କ ତଥ୍ୟ ଦେବାକୁ ଆସିବ ଆପ୍
ଭୁବନେଶ୍ବର: ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଗ୍ରିଷ୍ଟାକ୍ ଆଇଡିକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ଏପରିକି କେତେକ…
Read More » -
PNG connection: ଶୋଇ ପଡ଼ିଲା ପ୍ରଶାସନ: ଧିମେଇଗଲା ପିଏନ୍ଜି ସଂଯୋଗ
ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ଗୁରୁତର ଏଲ୍ପିଜି ସଙ୍କଟ ଦେଖାଦେଲା। ସରକାର ଘରୋଇ ଗ୍ୟାସ୍ ଯୋଗାଣକୁ କଠୋର କରିବା ସହିତ ବାଣିଜ୍ୟିକ ଗ୍ୟାସ୍ ଯୋଗାଣକୁ ସଙ୍କୁଚିତ…
Read More »