ଭାଷା ଓ ସାହିତ୍ୟ
-
Literature: କବିତା: କେହି ନାଇଁ ସାକ୍ଷୀ, ପ୍ରସନ୍ନ କୁମାର ମହାନ୍ତିଙ୍କ କଲମରୁ…
କେହି ନାଇଁ ସାକ୍ଷୀ ପ୍ରସନ୍ନ କୁମାର ମହାନ୍ତି ରାତିର ବୟସ ବଢ଼ିଲେ ଅନ୍ଧାର ହେଲେ ଗାଢ଼ତର ଅନେକ ଘଟଣା ଘଟେ ବିଭିନ୍ନ ସ୍ଥାନରେ, ଗୋପନରେ ଅନ୍ଧାରର ଚାଦର ତଳେ।…
Read More » -
Literature: କବିତା ‘ପିଚୁରାସ୍ତା’ ପବିତ୍ର ମୋହନ ଦାଶଙ୍କ କଲମରୁ…
ପିଚୁରାସ୍ତା ପବିତ୍ର ମୋହନ ଦାଶ କଳାନାଗ ପରି ପିଚୁରାସ୍ତା ଗାଁକୁ ଦଂଶିଚାଲିଛି, ବରଜୁ ଛକଡ଼ି ମୁଣ୍ଡ ଫଟାଫଟି ଅନ୍ତରରୁ ଉତ୍ତର ନାହିଁ ମିନିଟ୍କ ଭିତରେ ହାଜର ପୁଲିସ।…
Read More » -
Literature: ନିର୍ମଳ କୁମ୍ଭାରଙ୍କ ଗଳ୍ପ ‘ଦୁଇ ହୃଦୟର ସ୍ୱର’…
ଦୁଇ ହୃଦୟର ସ୍ୱର ନିର୍ମଳ କୁମ୍ଭାର ନିଶୀଥ ଓ ବନଜାଙ୍କ ଦୀର୍ଘବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଥିଲା। ତାଙ୍କର ଏକମାତ୍ର ସ୍ୱପ୍ନ ଥିଲା- ତାଙ୍କ ଝିଅ। ବନଜା ଯେବେ ଗର୍ଭାବସ୍ଥାରେ…
Read More » -
Literature: ଗଳ୍ପ: ଜୁଲିଆ ଓ ରବର୍ଟ, ଅନୁସୃଜନ: ବିଜୟ କୁମାର ପରିଡ଼ା
ଜୁଲିଆ ଓ ରବର୍ଟ ଇଂରାଜୀ: ଥମ୍ ୱିଥ୍ ଏନ୍ ଏଚ୍ ଅନୁସୃଜନ: ବିଜୟ କୁମାର ପରିଡ଼ା ତରବରରେ ସଦ୍ୟତମ ବିବରଣୀ ଲେଖିପକାଇ ଜୁଲିଆ ତାଙ୍କ ଡାଏରି ବନ୍ଦ କରିଦେଲେ ଏବଂ…
Read More » -
Literature: କମଳାକାନ୍ତ ପଣ୍ଡା (କଳ୍ପାନ୍ତ)ଙ୍କ କବିତା ମା’…
ମା’ କମଳାକାନ୍ତ ପଣ୍ଡା (କଳ୍ପାନ୍ତ) ନ ଥାଏ ରାସ୍ତା ନ ଥାଏ ବିକଳ୍ପ ସମୟ ପାଂଶୁଳ ସମୟ ହିଁ ଉଲୁଡୁକୁ ଉଲୁଡୁକୁ ଯିଏ ପାର୍ପିକ ଶୋଇବାର ସ୍ଥାନ ଗଛମୂଳ…
Read More » -
A Story translated by Pravat Kumar Mohapatra: ପ୍ରଭାତ କୁମାର ମହାପାତ୍ରଙ୍କ ଅନୁଦିତ ଗଳ୍ପ ‘ଟୁକୁଡ଼ାଏ କାଗଜ’
ଟୁକୁଡ଼ାଏ କାଗଜ ସ୍ନେହା ଘରକୁ ପ୍ରବେଶ କରିବା ମାତ୍ରେ ସାମ୍ନାରେ ମାଉସୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ତାକୁ ଅନୁମାନ କରିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ…
Read More » -
A Story translated by Pravat Kumar Mohapatra: ପ୍ରଭାତ କୁମାର ମହାପାତ୍ରଙ୍କ ଅନୁଦିତ ଗଳ୍ପ ‘ଟୁକୁଡ଼ାଏ କାଗଜ’
ଟୁକୁଡ଼ାଏ କାଗଜ ମୂଳ ହିନ୍ଦୀ: ରଣଯୋଦ୍ଧ ସିଂହ ଅନୁସୃଜନ: ପ୍ରଭାତ କୁମାର ମହାପାତ୍ର ସ୍ନେହା ଘରକୁ ପ୍ରବେଶ କରିବା ମାତ୍ରେ ସାମ୍ନାରେ ମାଉସୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।…
Read More » -
Poem: ତ୍ରିନାଥ ସିଂଙ୍କ କବିତା ପବନରେ ବଂଶୀ
ପବନରେ ବଂଶୀ ତ୍ରିନାଥ ସିଂହ ତାରାମାନେ ଲିଭେଇ ଦେଇ ସାରିଲେଣି ସବୁ ଆଲୁଅ। କିଛି ବି ଦିଶୁନଥିବା ରାତିର କୋଉ ନହକା ଡାଳରେ ବସି ପବନ ବଜଉଛି ବଂଶୀ ବଇଁଶୀର…
Read More » -
A Story by Rajesh Pujari: ରାଜେଶ ପୂଜାରୀଙ୍କ କଲମରୁ ‘ଅଭାବ’…
ଅଭାବ ରାଜେଶ ପୂଜାରୀ କେଜାଣି ଏ ରାତିଟା କାହିଁକି ଏତେ ଶୁନଶାନ୍ ଲାଗୁଛି ଆଜି ! କିଏ ବୋଳି ଦେଇଛି ଏତେ ନୀରବତା ତା’ ଛାତିରେ ! ଅନେକ…
Read More »