ଦେଶ ବିଦେଶ
-
Oman: ଓମାନ ବୁଲି ଯାଉଥିବା ଭାରତୀୟଙ୍କ ଗାଡ଼ି ଓଲଟି ପଡ଼ିଲା: ଜଣେ ମହିଳା ମୃତ, ୯ ଆହତ
ସଲାଲାହ: ଓମାନର ହାଇମାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପିଲାମାନଙ୍କ ସମେତ ଅନ୍ୟ ୯ ଜଣ ଆହତ ହୋଇଥିବା ଓମାନ ପୁଲିସ…
Read More » -
Newyork: ନ୍ୟୁୟର୍କରେ ପିଜା ଡେଲିଭରି ବେଳେ ପଞ୍ଜାବ ଯୁବକଙ୍କୁ ଗୁଳି: ୨୮ ବର୍ଷୀୟ ଗୁରଦୀପ ସିଂହଙ୍କ ମୃତ୍ୟୁ
ୱାସିଂଟନ: ଆମେରିକାର ନ୍ୟୁୟର୍କ ସହରରେ ଶନିବାର ପିଜା ଡେଲିଭରି କରୁଥିବା ପଞ୍ଜାବର ୨୮ ବର୍ଷୀୟ ଯୁବକ ଗୁରଦୀପ ସିଂହଙ୍କୁ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛି। ଗୁରଦୀପ ପଞ୍ଜାବର କପୁରଥାଲା ଜିଲ୍ଲାର…
Read More » -
Indonesia: ବାଲିର ହିନ୍ଦୁ ପର୍ବକୁ ଅସମ୍ମାନ କରିବା ମହଙ୍ଗା ପଡ଼ିଲା: ସୁଇଜରଲ୍ୟାଣ୍ଡ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ୍
ଡେନ୍ପାସାର: ଇଣ୍ଡୋନେସିଆର ବାଲି ଦ୍ୱୀପରେ ପବିତ୍ର ହିନ୍ଦୁ ପର୍ବ ‘ନ୍ୟେପି’ ବା ‘ନିରବତା ଦିବସ’କୁ ସୋସିଆଲ ମିଡିଆରେ ଅପମାନ କରିବା ମାମଲାରେ ସୁଇଜରଲ୍ୟାଣ୍ଡର ଜଣେ ୨୬ ବର୍ଷୀୟ ପର୍ଯ୍ୟଟକଙ୍କୁ ୧…
Read More » -
PNG: ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ, ପିଏନ୍ଜି ସଂଯୋଗ ତ୍ବରାନ୍ବିତ କର
ନୂଆଦିଲ୍ଲୀ: ଦେଶରେ ଲୋକଙ୍କୁ ଏଲ୍ପିଜି ପରିବର୍ତ୍ତେ ପାଇପ୍ ଜରିଆରେ ଯେଭଳି ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ସେଥିପାଇଁ ପିଏନ୍ଜି ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ…
Read More » -
USA: ଆମେରିକାରେ ଲୁଟ୍ ବେଳେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି: ଝିଅ ସାମ୍ନାରେ ବାପାର ମୃତ୍ୟୁ
ୱାସିଂଟନ: ଆମେରିକାର ଟେନେସି ରାଜ୍ୟର ଜ୍ୟାକସନ୍ ସହରରେ ଡକାୟତମାନେ ଲୁଟ୍ କରିବା ବେଳେ ଜଣେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ୬୨ ବର୍ଷୀୟ…
Read More » -
SIR: ତିନିଟି ଦେଶରେ ଭାରତର ପ୍ରତିନିଧିତ୍ବ କରିଛନ୍ତି; ଏସ୍ଆଇଆର୍ରେ ନାଗରିକତା ପ୍ରମାଣ କରିବାରେ ସମସ୍ୟାକୁ ନେଇ ନବଦୀପ୍ ସୁରୀଙ୍କ ତୀବ୍ର ପ୍ରତିକ୍ରିୟା
ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ମାଧ୍ୟମରେ ଭୋଟର ତାଲିକା ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟାକୁ ନେଇ ଭାରତରେ ବିତର୍କ ଜାରି ରହିଛି। ଏହି ସମୟରେ…
Read More » -
Chirag Paswan: ଆରକ୍ଷଣ ଦୟା ନୁହେଁ, ସାମ୍ବିଧାନିକ ଅଧିକାର: ଯନ୍ତର-ମନ୍ତର ଆନ୍ଦୋଳନ ମଧ୍ୟରେ ଚିରାଗ ପାସୱାନଙ୍କ ଦୃଢ଼ ମତ
ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର-ମନ୍ତରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ରମନ୍ତ୍ରୀତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଆରକ୍ଷଣ ସପକ୍ଷରେ ମତ ରଖିଛନ୍ତି। ଅଗଷ୍ଟ…
Read More » -
Knife Attack: କାନାଡ଼ାର ଗୁରୁଦ୍ବାରାରେ ଛୁରାମାଡ଼: ୨ ଆହତ, ୨୭ ବର୍ଷୀୟ ଯୁବକ ଗିରଫ
ଏଡମଣ୍ଟନ: କାନାଡ଼ାର ଏଡମଣ୍ଟନସ୍ଥିତ ନାନକସର ଗୁରୁଦ୍ବାରାରେ ଶୁକ୍ରବାର ସକାଳେ, ଏବଂ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୬.୩୦ମିନିଟରେ ପ୍ରାର୍ଥନା ଚାଲିଥିବା ସମୟରେ ଏକ ଭୟାନକ ଛୁରାମାଡ଼ ଘଟଣା ଘଟିଛି। ଜଣେ ୨୭ ବର୍ଷୀୟ…
Read More » -
Hardship Camps: ୪୮ ହଜାର ଦିଅ, ଝାଳ ବୁହାଅ! ଧନୀ ପିଲାଙ୍କୁ ‘କଷ୍ଟ’ ଶିଖାଉଛି ଚୀନର ସମର କ୍ୟାମ୍ପ
ନୂଆଦିଲ୍ଲୀ: ସୁବିଧା ଛାଡ଼… ମାଟିରେ କାମ କର! ହାତରେ ଧର କୋଦାଳ, ଚାଷ ଜମିରେ ବୁହାଅ ଝାଳ… ଆଉ ଭୁଲିଯାଅ ମୋବାଇଲ୍! ଏମିତି ଅଜବ ସମର କ୍ୟାମ୍ପ…
Read More » -
Captain Arrested: ମୋ ସ୍ବାମୀଙ୍କୁ ‘ବଲିକା ବକ୍ରା’ ସଜାଯାଇଛି: ବ୍ରିଟେନରେ ଭାରତୀୟ କ୍ୟାପଟେନ ଗିରଫ
ଲଣ୍ଡନ: ରୁଷିଆର କଟକଣାପ୍ରାପ୍ତ ଅଶୋଧିତ ତୈଳ ବହନ କରୁଥିବା ଏକ ଜାହାଜକୁ ବ୍ରିଟିଶ କମାଣ୍ଡୋମାନେ ଜବତ କରିବା ପରେ ଏହାର ଭାରତୀୟ କ୍ୟାପଟେନ ଅଜୟ ପନ୍ତଙ୍କୁ ଗିରଫ କରାଯାଇଛି। ୩୮ ବର୍ଷୀୟ ଅଜୟଙ୍କ ବିରୋଧରେ…
Read More »