ଦେଶ ବିଦେଶ
-
Tariq Rahman: ତାରିକ ରହମାନଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ, ହସିନାଙ୍କୁ ଶୀଘ୍ର ପ୍ରତ୍ୟର୍ପଣ କରିବାକୁ କହିଲା ବାଂଲାଦେଶ
ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଢାକାରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କୁ ସୋମବାର ଭେଟିଛନ୍ତି। ଏହି ଅବସରରେ ବାଂଲାଦେଶ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣକୁ ତ୍ୱରାନ୍ୱିତ…
Read More » -
Ajit Doval: ନିଜକୁ ଅଜିତ ଡୋଭଲଙ୍କ ଏଜେଣ୍ଟ୍ କହୁଥିବା ନକଲି ଆଇଏଏସ୍ ଅଫିସର ଗିରଫ, ‘ଜିଓଆଇ’ ବୋର୍ଡ ମାରି ବୁଲୁଥିବା ଟେସ୍ଲା ଜବତ
ନୂଆଦିଲ୍ଲୀ: ନିଜକୁ ଆଇଏଏସ୍ ଅଫିସର ଦର୍ଶାଇବା ସହ ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲଙ୍କ ଏଜେଣ୍ଟ୍ ବୋଲି ଦାବି କରିଥିବା ଜଣେ ବ୍ୟକ୍ତି ବିହାରରଖଗରିଆ ଜିଲ୍ଲାରେ ଗିରଫ…
Read More » -
Vladimir Putin: ପୁଟିନ ୫ ଲକ୍ଷ ନୂଆ ସୈନ୍ୟ ମୁତୟନ କରିପାରନ୍ତି: ଜେଲେନସ୍କିଙ୍କ ଚେତାବନୀ
କିବ୍: ରୁଷ୍-ୟୁକ୍ରେନ ଯୁଦ୍ଧ ଆହୁରି ତୀବ୍ର ହେବାର ଆଶଙ୍କା ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରାୟ ୫ ଲକ୍ଷ ନୂଆ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଥିବା ନେଇ…
Read More » -
Assam-Arunachal: ଆସାମ-ଅରୁଣାଚଳ ସୀମା ବିବାଦ ତେଜିଲା, ଗୁଳିମାଡ଼ରେ ୧୮ ଆହତ
ଜୋରହାଟ: ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦକୁ ନେଇ ସୋମବାର ପୁଣି ଉତ୍ତେଜନା ବଢ଼ିଛି। ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳ ମିଙ୍ଗମାଙ୍ଗରେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଆସାମର…
Read More » -
Earthquake : କଲମ୍ବିଆରେ ୭.୪ ତୀବ୍ରତାର ଭୂମିକମ୍ପ
ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପହୋଇଛି। ପଶ୍ଚିମ କଲମ୍ବିଆରେ ହୋଇଥିବା ୭.୪ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପର ପ୍ରଭାବ ଦେଶର ଏକାଧିକ ସହର…
Read More » -
Police detain journalist : ଝାଡ଼ଖଣ୍ଡ: ଆନ୍ଦୋଳନର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଅଟକ ରଖିଲା ପୁଲିସ
ରାଞ୍ଚି: ଝାଡ଼ଖଣ୍ଡ ଲୋକସେବା ଆୟୋଗ ତଥା କର୍ମଚାରୀ ଚୟନ ଆୟୋଗ ଦ୍ବାରା କରାଯାଉଥିବା ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଜୋରଦାର ଆନ୍ଦୋଳନ ଚାଲିଥିବାବେଳେ ବରିଷ୍ଠ ସାମ୍ବାଦିକ ଅମନ ଚୋପ୍ରାଙ୍କୁ ଝାଡ଼ଖଣ୍ଡ ପୁଲିସ…
Read More » -
Indian Oil: ଇଣ୍ଡିଆନ ଅଏଲ୍ର ୧୦ କେଜିଆ ଏଲ୍ପିଜି ସିଲିଣ୍ଡର
ପୁନେ: ଇଣ୍ଡିଆନ ଅଏଲ୍ର ଅଧ୍ୟକ୍ଷ ଏ କେ ସାହାଣୀ ଅଭିନବ ୧୦ କେଜିଆ କମ୍ପୋଜିଟ୍ ଏଲ୍ପିଜି ସିଲିଣ୍ଡର ଏକ୍ସଟ୍ରାଲାଇଟ୍ ନାଓକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କମ୍ପାନିର…
Read More » -
Surat: ସୁରତ ମେଡିକାଲ କଲେଜ ହଷ୍ଟେଲରେ ଜୀବନ ହାରିଲେ ଡାକ୍ତର, ହଇରାଣ କରିବା ଅଭିଯୋଗରେ ୪ ବରିଷ୍ଠ ଡାକ୍ତର ନିଲମ୍ବିତ
ଅହମଦାବାଦ: ଗୁଜରାଟର ସୁରତସ୍ଥିତ ସରକାରୀ ମେଡିକାଲ କଲେଜ ହଷ୍ଟେଲରେ ରବିବାର ଜଣେ ୨୯ ବର୍ଷୀୟ ସ୍ନାତକୋତ୍ତର ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ହଇରାଣ ଓ ରାଗିଂ ଅଭିଯୋଗ…
Read More » -
Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍ରେ ଭାସିଗଲା ଭ୍ୟାନ୍, ଗୋଟିଏ ପରିବାରର ୯ ମୃତ
ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପାଦନା ସହରରେ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୯ ଜଣଙ୍କର ଡ୍ରେନ୍ରେ ଭାସିଯାଇ ମୃତ୍ୟୁ ହୋଇଛି। ସେମାନେ ଯାତ୍ରା କରୁଥିବା ଭ୍ୟାନ୍ଟି ବର୍ଷା…
Read More » -
Ethanol: ଇଥାନଲ୍ ପାଇଁ ଆଖୁ ଯୋଗାଣ ଉପରେ ରୋକ ଲାଗିବ
ନୂଆଦିଲ୍ଲୀ: ଦେଶରେ ଚିନି ଦର ହୁ ହୁ ହୋଇ ବଢ଼ୁଥିବାରୁ ଇଥାନଲ୍ ଉତ୍ପାଦନ ପାଇଁ ଆଖୁ ଯୋଗାଣ ଉପରେ ରୋକ ଲଗାଇବା ସଂକ୍ରାନ୍ତରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହାଦ୍ବାରା ଦେଶରେ ଚିନି…
Read More »