ଦେଶ ବିଦେଶ
-
Om Birla: ଲୋକଙ୍କ ସ୍ୱର ଶୁଣାଯାଉ, ସଂସଦ ଚାଲୁ: ବିର୍ଲାଙ୍କ ଭାବପୂର୍ଣ୍ଣ ଆହ୍ୱାନ
ନୂଆଦିଲ୍ଲୀ: ଲଗାତାର ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା କାର୍ଯ୍ୟ ଅଚଳ ହୋଇପଡ଼ିଥିବା ବେଳେ ଆଜି ସବୁ ଦଳର ନେତାଙ୍କୁ ସଂସଦ ଚଳାଇବା ପାଇଁ ସହଯୋଗ କରିବାକୁ ଭାବପୂର୍ଣ୍ଣ ଆହ୍ୱାନ…
Read More » -
Vande Mataram: ୮୦ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରୁ ପ୍ରଥମ ଥର ଗାନ ହେବ ‘ବନ୍ଦେ ମାତରମ୍’
ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଚଳିତବର୍ଷ ଏକ ଐତିହାସିକ ଘଟଣା ଦେଖିବ ଦେଶ। ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲକିଲ୍ଲାପ୍ରାଚୀରରୁ ପ୍ରଥମ ଥର ପାଇଁ ଜାତୀୟ ଗୀତ…
Read More » -
Rahul Gandhi: ଅମିତ ଶାହଙ୍କ ପ୍ରତି ରାହୁଲଙ୍କ କଟାକ୍ଷ: ‘ଅବାସ୍ତବ ଆଲୋଚନାରେ ଆମର ଆଗ୍ରହ ନାହିଁ’
ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଛାତ୍ର ପ୍ରସଙ୍ଗରେ ଆଲୋଚନାର…
Read More » -
Nirmala Sitharaman: ୟୁପିଆଇ ଟିକସ ବିଲ୍ ସଂସଦରେ ଗୃହୀତ, ୟୁପିଆଇରେ ଲାଗିବନି ଟିକସ: ନିର୍ମଳା
ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁୁପିଆଇ) ଉପରେ ଟିକସ ଲଗାଇବା ସମ୍ପର୍କିତ ଟିକସ ଓ ଅନ୍ୟାନ୍ୟ ନିୟମ (ସଂଶୋଧନ) ୨୦୨୬ ବିଲ୍ ସଂସଦରେ ଗୃହୀତ ହୋଇଛି। ଗତ ସପ୍ତାହରେ…
Read More » -
Slovenia: ସ୍ଲୋଭେନିଆରେ ଭାରତୀୟ ଦୂତାବାସ ବିକୃତୀକରଣକୁ ଏମ୍ଇଏର ନିନ୍ଦା
ନୂଆଦିଲ୍ଲୀ: ସ୍ଲୋଭେନିଆସ୍ଥିତ ଭାରତୀୟ ଦୂତାବାସକୁ ବିକୃତ କରାଯିବା ଘଟଣାକୁ ଭାରତ ନିନ୍ଦା କରିଛି। ଏହି ଘଟଣା ପଛରେ ଖଲିସ୍ତାନୀ ଗୋଷ୍ଠୀ ଥିବା ଦାବି ହେଉଥିବାବେଳେ ଭାରତ ଏହି ଘଟଣାରେ ଦୋଷୀମାନଙ୍କ ବିରୋଧରେ…
Read More » -
TRAI: ଠକେଇ କଲ୍ ରୋକିବା ପ୍ରୟାସ: ୟୁଟିଲିଟି, କୋରିଅର, ଲଜିଷ୍ଟିକ୍ସ ପାଇଁ ୧୬୦୧ ନମ୍ବର ସିରିଜ
ନୂଆଦିଲ୍ଲୀ: ବ୍ୟାଙ୍କ, ଆର୍ଥିକ ସେବା ଓ ବୀମା ଓ ସରକାରୀ କ୍ଷେତ୍ର ବାହାରେ ଥିବା ସଂସ୍ଥାଗୁଡ଼ିକ ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନୂଆ ୧୬୦୧ ସିରିଜ୍ ନମ୍ବର ଜାରି…
Read More » -
Strait of Hormuz: ହର୍ମୁଜ୍ରେ ଘେରାବନ୍ଦୀ କଡ଼ାକଡ଼ି: ଆମେରିକା ଯବାନଙ୍କ ମୁଣ୍ଡ କାଟିବାକୁ ଧମକ ଦେଲା ଇରାନ
ୱାସିଂଟନ:ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ ଆମେରିକା ଇରାନ ବିରୋଧରେ ଅବରୋଧକୁ କଡ଼ାକଡ଼ି କରିଛି। ମଧ୍ୟପ୍ରାଚ୍ୟରେ ସାମରିକ ମିଶନ ପାଇଁ ୨୦ରୁ ଅଧିକ ଆମେରିକୀୟ ଯୁଦ୍ଧଜାହାଜ ମୁତୟନ କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…
Read More » -
Sofa Factory Fire: ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ଜଣ ଶ୍ରମିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସାଉଦି ଆରବର ରିୟାଦର ମୁସା ସନୈୟା ଅଞ୍ଚଳରେ ଏକ ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡଘଟି ୧୬ ଜଣ ପ୍ରବାସୀ ବାଂଲାଦେଶୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ବୈଦେଶିକ…
Read More » -
Kejriwal BJP Controversy: ଜନ୍ତର ମନ୍ତର ପ୍ରତିବାଦ ନେଇ ବଡ଼ ଅଭିଯୋଗ ଆଣିଲା ବିଜେପି
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସଜେପି)ର ପ୍ରତିବାଦ ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଆମ ଆଦମୀ ପାର୍ଟି(ଏଏପି) ଦ୍ୱାରା ପ୍ରାୟୋଜିତ ଏକ ରାଜନୈତିକ ଅଭିଯାନ ଥିଲା। ଅରବିନ୍ଦ…
Read More » -
Bus Accident: ଜମ୍ମୁରେ ତିରଙ୍ଗା ଯାତ୍ରାରୁ ଫେରୁଥିବା ମିନିବସ୍ ଓଲଟିଲା: ୨୮ ଯୁବତୀ ଆହତ
ଶ୍ରୀନଗର: ଜମ୍ମୁର ସୁପର ସ୍ପେଶାଲିଟି ହସ୍ପିଟାଲନିକଟରେ ଥିବା ଏକ ଫ୍ଲାଏଓଭର ଉପରେ ତିରଙ୍ଗା ଯାତ୍ରା ଅଂଶଗ୍ରହଣକାରୀଙ୍କୁ ନେଇ ଯାଉଥିବା ଏକ ମିନିବସ୍ ରବିବାର ରାତିରେ ଓଲଟି ପଡ଼ିବାରୁ ୨୮ ଜଣ ଯୁବତୀ ଆହତ…
Read More »