ଦେଶ ବିଦେଶ
-
Trump Threatens: ପୁଣି ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ: ଇରାନକୁ ପୁଣି ଥରେ କଡ଼ା ବାର୍ତ୍ତା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। “ଏହା ବୁଝାମଣାର ଶେଷ ସୁଯୋଗ” ବୋଲି ସ୍ପଷ୍ଟ କରି ଟ୍ରମ୍ପ କହିଛନ୍ତି, ଖୁବ୍…
Read More » -
JammuKashmir: ଜମ୍ମୁ-କାଶ୍ମୀର ରାମବନରେ ୨୧ ସନ୍ଦିଗ୍ଧ ବାଂଲାଦେଶୀ ଅଟକ
ଜମ୍ମୁ: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ୩ ମହିଳା ଓ ୭ ଜଣ ଶିଶୁଙ୍କ ସମେତ ମୋଟ୍ ୨୧ ଜଣ ସନ୍ଦିଗ୍ଧ ବାଂଲାଦେଶୀନାଗରିକ ଅଟକ ରହିଛନ୍ତି। ଏହି ଗୋଷ୍ଠୀ ୨ଟି ଗାଡ଼ିରେ…
Read More » -
TMC: ଟିଏମ୍ସି ଛାଡ଼ିଲେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ
କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ରୁ ଇସ୍ତଫା ଦେଇଛନ୍ତି। ସୋମବାର ଦଳକୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ…
Read More » -
Loksabha: ମୌସୁମୀ ଅଧିବେଶନର ଏକାଦଶ ଦିବସ: ଲୋକସଭାରେ ସୁପ୍ରିମ୍କୋର୍ଟ ବିଚାପତିଙ୍କ ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ
ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଆଜି ଏକାଦଶ ଦିବସରେ ମଧ୍ୟ ବିରୋଧୀମାନେ ପ୍ରବଳ ହଙ୍ଗାମା ଓ ହୋହଲ୍ଲା କରିଛନ୍ତି। ଦିଲ୍ଲୀ ହିଂସା ଘଟଣାରେ ଅମିତ ଶାହଙ୍କ ଜବାବ ମାଗି ଆଜି…
Read More » -
Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍କୋର୍ଟ ଗଲା ତାମିଲନାଡ଼ୁ ସରକାର
ନୂଆଦିଲ୍ଲୀ: କାବେରୀ ଜଳ ବିବାଦ ପ୍ରସଙ୍ଗରେ କର୍ଣ୍ଣାଟକ ସରକାରଙ୍କ ବିରୋଧରେ ତାମିଲନାଡ଼ୁରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍ଏ) ଓ କାବେରୀ ଜଳ ନିୟନ୍ତ୍ରଣ କମିଟି (ସଡବ୍ଲ୍ୟୁଆର୍ସି)ଙ୍କ…
Read More » -
Mohan Bhagawat: ମୁମ୍ବାଇରେ ଜେନ୍ ଜି ଓ ଜେନ୍ ଆଲ୍ଫାଙ୍କ ସହ କଥା ହେବେ ମୋହନ ଭାଗବତ
ମୁମ୍ବାଇ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଆସନ୍ତା ଅଗଷ୍ଟ ୬ ତାରିଖରେ ମୁମ୍ବାଇ ଏନ୍ଏମ୍ଏସ୍ସି (ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର)ରେ ଜେନ୍ ଜି ଓ…
Read More » -
Assam: ଆସାମରେ ବର୍ବର କାଣ୍ଡ: ନାବାଳିକାଙ୍କୁ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା
ଗୁଆହାଟୀ: ଆସାମରେ ଅତ୍ୟନ୍ତ ବର୍ବର କାଣ୍ଡ ଘଟିଛି। ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ତାଙ୍କ ମର ଶରୀରକୁ ଏମିତି ବିକୃତ କରାଯାଇଥିଲା…
Read More » -
Supremecourt: ପ୍ରତ୍ୟେକ ରାସ୍ତାକୁ ପଥଚାରୀଙ୍କ ପାଇଁ ଅବରୋଧମୁକ୍ତ କର, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ପଥଚାରୀ ଚାଲିବା ପାଇଁ ଦେଶରେ ପ୍ରତ୍ୟେକ ରାସ୍ତାକୁ ଅବରୋଧମୁକ୍ତ କରିବାକୁ ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ କେନ୍ଦ୍ର…
Read More » -
Strait Of Hormuz: ହର୍ମୁଜ୍ ପ୍ରସଙ୍ଗରେ ଶାନ୍ତି ଚୁକ୍ତି ହେବ ବୋଲି କହିଲେ ଟ୍ରମ୍ପ: ତେଲ ଟ୍ୟାଙ୍କର୍ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ତେହେରାନ/ୱାସିଂଟନ: ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱକୁ ଆଶ୍ୱାସନା ଦେଉଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଉପରେ ଏକ ଚୁକ୍ତି ନିକଟତର ଏବଂ ସୋମବାର ଦିନ ଇରାନ ସହିତ ନୂତନ ଆଲୋଚନା ଆରମ୍ଭ…
Read More » -
Ruchika Singh: ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ରୁଚିକା ସିଂହଙ୍କୁ ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନାବାଳିକା ଝିଅ ରୁଚିକା ସିଂହ କିଛି ଦିନ ଧରି ଖବରରେ ଅଛନ୍ତି।…
Read More »