ଜାତୀୟ
-
Supreme Court: ମାଲଦାରେ ମହିଳା ବିଚାରପତିଙ୍କୁ ଲୋକଙ୍କ ଭିଡ଼ ବନ୍ଧକ ରଖିବା ମାମଲା: ମମତାଙ୍କ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗର ମାଲଦାରେ ଘଟିଥିବା ଘଟଣା ପାଇଁ ସୁପ୍ରିମକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସେଠାରେ ନ୍ୟାୟିକ ଅଧିକାରୀମାନଙ୍କୁ ଲୋକଙ୍କ ଭିଡ଼ ଘେରି ରହିଥିଲେ।…
Read More » -
NET-MA-MBA: ନ୍ୟାୟ ନମିଳିବାରୁ ନେଟ୍-ଏମଏ-ଏମବିଏ ଡିଗ୍ରିଧାରୀ ପ୍ରଫେସର ପାଲଟିଲେ ସାଇବର ଅପରାଧୀ
ନୂଆଦିଲ୍ଲୀ: ଡିଜିଟାଲ୍ ଟେରର୍ ଲୁଇସ୍ ଶ୍ରୀନିବାସଙ୍କ ମାମଲାର ତଦନ୍ତରେ ଦିଲ୍ଲୀ ପୁଲିସ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଲୁଇସ୍ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ରାଜ୍ୟର ପୁଲିସ ଷ୍ଟେସନରେ ବୋମା…
Read More » -
Middle East: ଟ୍ରମ୍ପଙ୍କ ଶେଷ ଚେତାବନୀ ପରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି
ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଜୋରଦାର ହୋଇଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ପରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା…
Read More » -
Venezuela: ଭେନେଜୁଏଲାର ଡେଲସି ରୋଡ୍ରିଗେଜଙ୍କ ଉପରୁ ହଟିଲା ଆମେରିକା କଟକଣା
ୱାସିଂଟନ: ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ଉପରେ ଲାଗିଥିବା କଟକଣାକୁ ଆମେରିକା ହଟାଇ ଦେଇଛି। ଟ୍ରେଜେରୀ ଡିପାର୍ଟମେଣ୍ଟ ୱେବସାଇଟ୍ ଏହା ପ୍ରକାଶ କରିଛି। ରାଷ୍ଟ୍ରପତି ନିକୋଲାସ…
Read More » -
Trump: ଅସ୍ତ୍ରବିରତି ପାଇଁ ଅନୁରୋଧ କରୁଛି ଇରାନ: ଟ୍ରମ୍ପଙ୍କ ବଡ଼ ଦାବି-ପ୍ରଥମେ ହର୍ମୁଜ୍ ଖୋଲ ତାପରେ ହେବ ବିଚାର
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧ ସମ୍ପର୍କରେ ଆଉ ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ଇରାନ ଆମେରିକା ପାଖରେ ଅସ୍ତ୍ରବିରତି ପାଇଁ ନେହୁରା ହେଉଛି। ଟ୍ରମ୍ପ କହିଛନ୍ତି…
Read More » -
NASA: ଇତିହାସ ରଚିଲା ନାସାର ଆର୍ଟେମିସ୍ ୨ ମିଶନ
ଫ୍ଲୋରିଡା: ମଣିଷ ଶେଷ ଥର ପାଇଁ ଚନ୍ଦ୍ରକୁ ଯାତ୍ରା କରିବାର ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ପରେ ଗୁରୁବାର ନାସାର ଐତିହାସିକ ଆର୍ଟେମିସ୍-୨ ମିଶନରେ ଚାରି ଜଣ…
Read More » -
Maharashtra: ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣାରେ ୭ ମହିଳା ମୃତ- ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍
ଜାଲନା: ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ୍କୁ ଧକ୍କା ଦେବାରୁ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ…
Read More » -
Donald Trump: ଆମେରିକା ସହ ସାରା ବିଶ୍ୱର ହୃଦୟକୁ ଭାଙ୍ଗି ଦେଲେ ଟ୍ରମ୍ପ: ଦେଶବାସୀ ଅଧିକ ଦ୍ୱନ୍ଦ୍ୱରେ
ୱାସିଂଟନ: ମଧ୍ୟପ୍ରାଚ୍ୟରେ ମାସେରୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି।…
Read More » -
President of Iran: ଆମେରିକା ଲୋକଙ୍କ ପାଇଁ ଖୋଲା ଚିଠି ଲେଖିଲେ ଇରାନ ରାଷ୍ଟ୍ରପତି
ତେହେରାନ: ମଧ୍ୟପ୍ରାଚ୍ୟ ବିବାଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିବାର କିଛି ଘଣ୍ଟା ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆମେରିକା…
Read More » -
Indonesia: ଇଣ୍ଡୋନେସିଆ ପ୍ରାକୃତିକ ବିପର୍ଯ୍ୟୟ: ୭.୪ ତୀବ୍ରତାଯୁକ୍ତ ଭୂମିକମ୍ପ
ଜାକର୍ତ୍ତା: ଉତ୍ତର-ପୂର୍ବ ଇଣ୍ଡୋନେସିଆର ମୋଲୁକ୍କା ସାଗର ଅଞ୍ଚଳରେ ଏକ ଶକ୍ତିଶାଳୀ ୭.୪ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ…
Read More »