ରାଜ୍ୟ

CBI Arrests Two GST Officers ୪ ବର୍ଷର ଅଡିଟ୍‌ ପାଇଁ ୪ ଲକ୍ଷ ଟଙ୍କା ଲାଞ୍ଚ: ସିବିଆଇ ଦ୍ବାରା ଧରାପଡ଼ିଲେ ଦୁଇ ଜିଏସ୍‌ଟି ଅଧିକାରୀ

ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାର ୪ ବର୍ଷର ଅଡିଟ୍‌ ପାଇଁ ୪ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗରେ ଦୁଇ କେନ୍ଦ୍ରୀୟ ଜିଏସ୍‌ଟି ଅଧୀକ୍ଷକଙ୍କୁ ସିବିଆଇ ଗିରଫ କରିଛି। ୩ ଲକ୍ଷ ଟଙ୍କା ନେବା ବେଳେ ଜଣେ ଅଧିକାରୀ ଧରାପଡ଼ିଥିବା ବେଳେ ତଦନ୍ତ ପରେ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭୁବନେଶ୍ବର:  ଏକ ଘରୋଇ ସଂସ୍ଥାର ଚାରି ବର୍ଷର ଆର୍ଥିକ ଅଡ଼ିଟ୍‌ ପାଇଁ ଭୁବନେଶ୍ବରରେ ଅବସ୍ଥାପିତ କେନ୍ଦ୍ରୀୟ ଜିଏସ୍‌ଟି କାର୍ଯ୍ୟାଳୟର ଦୁଇ ଜିଏସ୍‌ଟି ଅଧିକାରୀ ଉକ୍ତ ସଂସ୍ଥାର ମାଲିକଙ୍କ ଠାରୁ ୪ଲକ୍ଷ ଟଙ୍କା ଦାବି କରିଥିଲେ।  ଉକ୍ତ ମାଲିକଙ୍କ ଠାରୁ ୩ଲକ୍ଷ ଟଙ୍କା ନେବା ବେଳେ ସିବିଆଇର ଏକ ଟିମ୍‌ ମାଡ଼ିବସିଛି।  ଗିରଫ ଦୁଇ ଅଧିକାରୀ ହେଲେ, ଟିକେଲାଲ୍‌ ସୁଲିଆ ଓ ଦିଲ୍‌ କିଶୋର ରମଣ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button