ରାଜ୍ୟ

Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ

ସମ୍ବାଦ ଓ ଆମ ଓଡ଼ିଶା ଆନୁକୂଲ୍ୟରେ ‘ସମ୍ବାଦ’ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅବସରରେ ସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଜିଲ୍ଲାର ୧୨ଟି କେନ୍ଦ୍ରରେ ଅନୁଷ୍ଠିତ...

ନବରଙ୍ଗପୁର (ସୁରେଶ ନାଇଡୁ): ସମ୍ବାଦ ଓ ଆମ ଓଡ଼ିଶା ଆନୁକୂଲ୍ୟରେ ‘ସମ୍ବାଦ’ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅବସରରେ ସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଜିଲ୍ଲାର  ୧୨ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିତ୍ରାଙ୍କନରେ ୯୮୯,ହସ୍ତାକ୍ଷରରେ ୧୨୮୮ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୭୦୯ଜଣ ଛାତ୍ରଛାତ୍ରୀ ଏଭଳି ୨୯୯୬ଜଣ ପ୍ରତିଯୋଗୀ ଭାଗ ନେବା ସହ  ୧୦୮ଜଣ ପ୍ରତିଯୋଗୀ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button