ଦେଓଗାଁ: ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ କଂଗ୍ରେସ ନେତା ଅଟକ। ଦେଓଗାଁ ଥାନାରେ ଅଟକ ରହିଲେ ୧୨। ଅଟକ ରଖିଲା ଦେଓଗାଁ ପୁଲିସ। ସେମାନେ ଦେଓଗାଁ ଥାନା ଓ ବନ୍ଧପଡ଼ା ପୁଲିସ ଫାଣ୍ଡିରେ ଅଟକ ରହିଥିବା ସୂଚନା ମିଳିଛି।
ପୁଲିସ ଆଗୁଆ ସତର୍କ ହୋଇ କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକ ରଖିଛି
ଆଜି ସନ୍ଧ୍ୟାରେ ରାଜ୍ୟ ସ୍ତରୀୟ ପଞ୍ଚାୟତ ରାଜ ଦିଵସ ପାଳନ କରିବାକୁ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଗସ୍ତରେ ଆସୁଥିବାରୁ ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନକୁ ନେଇ ପୁଲିସ ଆଗୁଆ ସତର୍କ ହୋଇ କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକ ରଖିଛି।
ସୌଜନ୍ୟ ସମ୍ବାଦ

