ଦେଶ ବିଦେଶ

Controversy: ୪୨ ଜଣ ଜଜଙ୍କ ଖୋଲା ଚିଠି, ‘ସତ୍ୟତା ବିନା କୋର୍ଟ ବାହାରେ ଅଭିଯୋଗ ଗ୍ରହଣୀୟ ନୁହେଁ’

ସାଧାରଣ ନିର୍ବାଚନ ଆୟୋଗ, ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଚାଲିଥିବା କ୍ରମାଗତ ଅପପ୍ରଚାରକୁ ନେଇ ୪୨ ଜଣ ପୂର୍ବତନ ବିଚାରପତି ଏବଂ ବରିଷ୍ଠ ଆଇନଜ୍ଞ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଆୟୋଗ, ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଚାଲିଥିବା କ୍ରମାଗତ ଅପପ୍ରଚାରକୁ ନେଇ ୪୨ ଜଣ ପୂର୍ବତନ ବିଚାରପତି ଏବଂ ବରିଷ୍ଠ ଆଇନଜ୍ଞ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏକ ଖୋଲା ଚିଠି ମାଧ୍ୟମରେ ସେମାନେ ସ୍ପଷ୍ଟ କରିଛନ୍ତି ଯେ, ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକ ଉପରେ ରାଜନୈତିକ ସ୍ୱାର୍ଥ ରଖି ଆକ୍ରମଣ କରାଯାଉଛି। ଆମର ନୀରବତା କୌଣସି ନିରପେକ୍ଷ ବିକଳ୍ପ ନୁହେଁ ବୋଲି ଦର୍ଶାଇ ସେମାନେ ନିର୍ବାଚନ ଆୟୋଗକୁ ସର୍ବସାଧାରଣରେ ‘ଚୋର’ କିମ୍ବା ‘କାଠ କଣ୍ଢେଇ’ କହି ସମ୍ବୋଧନ କରିବା ଏବଂ କୌଣସି ପ୍ରମାଣ ନଥାଇ ଭୋଟ୍ ଚୋରି ଭଳି ସଙ୍ଗୀନ୍ ଅଭିଯୋଗ ଆଣିବା ଗଣତନ୍ତ୍ର ପ୍ରତି ବିପଜ୍ଜନକ ବୋଲି ଚେତାବନୀ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button