Doctor Advice: ଦାନ୍ତ ପୋକା ଖାଉଛି କି? କ’ଣ କୁହନ୍ତି ଡାକ୍ତର ଜାଣିବା….

ଅତ୍ୟଧିକ ଚିନିଯୁକ୍ତ, ମଇଦା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତର ଫାଙ୍କା ସ୍ଥାନରେ ଏସବୁ ଜମିଯାଏ। ଜମିଯାଇଥିବା ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ସହ ମିଶି ଏସିଡ୍‌ ସୃଷ୍ଟି କରିଥାଏ ଏବଂ ତାହା ଦାନ୍ତରେ ଗର୍ତ୍ତ ସୃଷ୍ଟି କରେ।

Exit mobile version